Home Breaking News / ତାଜା ଖବର ଗଞ୍ଜେଇ ଚାଲାଣ ଉଦ୍ୟମ ପଣ୍ଡ, ୨ ଧରାହେଲେ ଅନ୍ୟମାନେ ପୋଲିସକୁ ଦେଖି ଧାଇଁଲେ

ଗଞ୍ଜେଇ ଚାଲାଣ ଉଦ୍ୟମ ପଣ୍ଡ, ୨ ଧରାହେଲେ ଅନ୍ୟମାନେ ପୋଲିସକୁ ଦେଖି ଧାଇଁଲେ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ-୩/୧୦(ସୁନୀଲପଟନାୟକ)କେଜିଏକି ଦୁଇ କେଜି ନୁହେଁ ପାଞ୍ଚ ଟି ବଡ଼ ବଡ଼ ବସ୍ତାରେ ଏକ କୁଇଣ୍ଟାଲ
୫୫କେଜି ଗ6ଜଂ ଇଧରି ଖୁଲମଖୁଲା ନିର୍ଭୟରେବାହାରକୁ ଚାଲାଣ ପାଇଁ ପ୍ରସ୍ତୁତ କରୁଥିବା ବେଳେ ଫୁଲବାଣୀ ସଦର ଥାନାସବ ଇନ୍ସ୍ପେକଟର ପି. ରାଉତରାୟ ଙ୍କ ନେତୃତ୍ୱ ରେ ପୋଲିସ ଟିମ ପେଟ୍ରୋଲିଙ୍ଗ କରୁଥିବାବେଳେ ମି ଣି ଆ ପଂଚାୟତ ର ଅରନଡା ଗ୍ରାମ ରେ ଚଢ଼ାଉ କରି ଵିପୁଳ ପରିମାଣ ର ଗଂଜେଇ ଜବତକରିବା ସହ ଘଟଣା ସ୍ଥଳ ରୁ ଦୁଇ ଜଣ ଙ୍କୁ ଗିରଫ କରିଥିଲେ ତେବେ ଅନ୍ୟମାନେ ପୋଲିସ କୁ ଦେଖି ଧାଇଁ ପଳାଇଥବା ଜଣା ପଡ଼ିଛି l ଆଉକିଛି ସମୟ ମଧ୍ୟରେ ଏସବୁ ଚାଲାଣ ହୋଇଥାନ୍ତା। ହେଲେ ମୁ ହୁର୍ତ୍ତ କ ମଧ୍ୟରେ ସବୁ ଓଲଟପାଲଟ ହୋଇଗଲା। କୌଣସି ସୁତ୍ରରୁ ପକ୍କା ଖବର ପାଇ ପୋଲିସପେଟ୍ରୋଲିଙ୍ଗ ଗାଡି ପହଞ୍ଚିଯାଇଥିଲା l
ପୋଲିସ ଏନେଇ 126//୨୦୨୧ରେ ମାମଲା ରୁଜୁ କରିସେହି ଗ୍ରାମର ମନୋଜ କହଁର ଓ ପଙ୍କଜ କହଁର ଙ୍କୁଗିରଫ କରିଥିବା ବେଳେ ଅନ୍ୟ ଦୁର୍ବୁର୍ତ୍ତ ମାନଙ୍କୁ ଖୋଜୁଛି । ତେ6ବଫେରାର ଥିବା ମାଫିଆମାନେ ପୋଲିସ ପଞ୍ଚାରୁ ଖସିପାରିବେନି ଅତି ଶିଘ୍ର ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ସମସ୍ତଙ୍କୁ ଗିରଫ କରାଯିବ ବୋଲି ସଦର ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା କହିଛନ୍ତି ।
ସଦର ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ଓ ଏସ ଆଇ ରାଉତରାୟ ଙ୍କ ନେତୃତ୍ଵରେ ଏକ ଟିମ ମାଫିଆଙ୍କୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି ।
ସଦର ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ଜଣେ ଦକ୍ଷ .ସଚ୍ଚୋଟ .ଓ କର୍ମଠ ପୋଲିସ ଅଧିକାରୀ ହୋଇଥିବାରୁ ସଦର ଥାନା ଅଧିକାରୀ ଭାବେ ଗଲା କେଇ ମାସ ହେଲା ଦାୟୀତ୍ଵ ନେଇ ଥିଲେ ମଧ୍ୟ ଅଞ୍ଚଳରଗ6ଜଂ ଇ ମାଫିଆମାନଙ୍କୁ ସାବାଡ଼ କରିବା ସହ ଅସାମାଜିକ କାର୍ଯ୍ୟକଳାପ, ଚେ।ରୀ, ଡକାୟତୀ,ରାହାଜାନୀ, ରୋକିବାରେ ସମର୍ଥ ହୋଇଛନ୍ତି ଥାନା ଅଧିକାରୀ ବେହେରା

related posts

Leave a Comment