Home Breaking News / ତାଜା ଖବର ପଂଚାୟତ ନିର୍ବାଚନ ପ୍ରକାଶିତ ନୋଟିସକୁ ନେଇ ବିଜେପିର ବିରୋଧ, ଜ଼ିଲ୍ଲାପାଳଙ୍କୁ ସ୍ମାରକପତ୍ର

ପଂଚାୟତ ନିର୍ବାଚନ ପ୍ରକାଶିତ ନୋଟିସକୁ ନେଇ ବିଜେପିର ବିରୋଧ, ଜ଼ିଲ୍ଲାପାଳଙ୍କୁ ସ୍ମାରକପତ୍ର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶିତ ନୋଟିସରେ ବ୍ୟାପକ ଅନିୟମିତତା, ରୋଟେସନ୍ ନିୟମକୁ ଅଣ ଦେଖା କରିବା , ପଛୁଆ ବର୍ଗଙ୍କୁ ଉଚିତ ସଂରକ୍ଷଣ ନ ମିଳିବା, ସାଧାରଣ ବର୍ଗଙ୍କୁ ସୁଯୋଗ ନ ମିଳିବା ଏବଂ ଏସସି ଓ ଏସ ଟି ବର୍ଗଙ୍କୁ ଉପଯୁକ୍ତ ଅଧିକାର ଦିଆ ଯାଇନଥିଵା ଦର୍ଶାଇ, ଏହା ଉପରେ ପୁନଃ ବିଚାର କରିବା ପାଇଁ ଶନିବାର କନ୍ଧମାଳଜ଼ିଲ୍ଲା ବିଜେପି ତରଫରୁ ଉପ ସଭାପତି ରମେଶ ଚନ୍ଦ୍ର ମହାନ୍ତି (ବନ ଭାଇ) ଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ,କନ୍ଧମାଳ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କୁଭେଟି ଅଭିଯୋଗ ପତ୍ର ପ୍ରଦାନ କରିଥିବା ନେଇ ଉପସଭା ପତି ରମେଶ କୁମାର ମହାନ୍ତି ପ୍ରକାଶ କରିଛନ୍ତି.

related posts

Leave a Comment