Home Breaking News / ତାଜା ଖବର ଅଧିକାରୀଙ୍କ କବଜାରେ ପ୍ରାଣୀ ବିଭାଗ ଗେଷ୍ଟ ହାଉସ

ଅଧିକାରୀଙ୍କ କବଜାରେ ପ୍ରାଣୀ ବିଭାଗ ଗେଷ୍ଟ ହାଉସ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ପ୍ରାଣୀବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ଅଧିକାରୀମାନଙ୍କ ରହିବପାଇଁ କାର୍ଯ୍ୟାଳୟ ପରିସରରେ ଅତିଥୀ ଭବନ ବା ଗେଷ୍ଟ ହାଉସ ନିର୍ମାଣ କରାଯାଇଛି lତେବେ ବିଭାଗୀୟ କିଛି ଅଧିକାରୀ ଏହି ଗେଷ୍ଟ ହାଉସ କୁ ମାସ ମାସ ଧରି କବଜା କରି ସେଠାରେ ରହୁ ଥିବା
ଦେଖାଯାଉଛି l ଫଳରେ ଅନ୍ୟ ଅଧିକାରୀ ମାନେ ଫୁଲବାଣୀ ଆସିଲେ ବାଧ୍ୟ ହୋଇ ଟଙ୍କା ଖର୍ଚ କରି ଲଜିଂ ରେ ରହୁଛନ୍ତି lଏପଟେ ରାଜସ୍ବ ହାନି ମଧ୍ୟ ହେଊଛିl ଏହା ଯଦି ସତ୍ୟ, ତେବେ ସାଙ୍ଘାତିକ ନିଶ୍ଚୟ l
ଏ ନେଇ ଉଚକତୃପକ୍ଷ ଙ୍କ ଦ୍ରୁଷ୍ଟି ଆକର୍ଷଣ କଲେ ମଧ୍ୟ କୌଣସି କାର୍ଯ୍ୟା ନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହେଊଛିl
ଏଣୁ ବିଭାଗୀୟ କତୃପକ୍ଷ, କନ୍ଧମାଳ ଜ଼ିଲ୍ଲା ପାଳ ଏଥି ପ୍ରତି ଦ୍ରୁଷ୍ଟି ଦେବାକୁ ସାଧାରଣ ରେ ଦାବିହେଉଛି

related posts

Leave a Comment