Home Breaking News / ତାଜା ଖବର କେରଳରେ ଭୟଙ୍କର ବନ୍ୟା, ୨୧ରୁ ଅଧିକ ଲୋକଙ୍କ ମୃତ୍ୟୁ

କେରଳରେ ଭୟଙ୍କର ବନ୍ୟା, ୨୧ରୁ ଅଧିକ ଲୋକଙ୍କ ମୃତ୍ୟୁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କେରଳ : କେରଳରେ ଭୟଙ୍କର ବନ୍ୟା । ଜଳ ପ୍ରଳୟରେ ୨୧ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ନିଖୋଜ ଥିବା ୧୨ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ସମଗ୍ର ଦକ୍ଷିଣ ଓ କେନ୍ଦ୍ରୀୟ କେରଳରେ ଲଗାତାର ବର୍ଷା ଲାଗି ରହିଥିବାରୁ, ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଛି । ଥୋଡୁପୁଝା, କୋକାୟାର, କୁଟ୍ଟିକାୟି ଆଦି ଅଞ୍ଚଳରେ ବ୍ୟାପକ ଭୂସ୍ଖଳନ ହେବାରୁ ଅନେକ ମୃତାହତ ହୋଇଥିବା ସୂଚନା ମିଳିଛି ।

ମୀନାଚାଲ, ମଣିମାଳା ଆଦି ନଦୀର ଜଳପତ୍ତନ ବୃଦ୍ଧି ପାଇବାରୁ ବିଭିନ୍ନ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି । ଆରବ ସାଗରରେ ଲଘୁଚାପ ପ୍ରଭାବରେ ଅଧିକ ବର୍ଷା ଆଶଙ୍କା ଥିବାରୁ ହଜାର ହଜାର ଲୋକଙ୍କୁ ତଳିଆ ଅଞ୍ଚଳରୁ ସ୍ଥାନାନ୍ତର କରଯାଇଛି ।

related posts

Leave a Comment