Home Breaking News / ତାଜା ଖବର ଏଲିମିନେଟର ମୁକାବିଲାରେ କାହିଁକି ହାରିଲା ଦିଲ୍ଲୀ କ୍ୟାପିଟାଲସ? ୪୫ ଡଟ୍ ବଲ ଖେଳି ପ୍ରଥମରୁ ପରାଜୟକୁ ସ୍ୱାଗତ କରିଥିଲେ ଦିଲ୍ଲୀ ଖେଳାଳି

ଏଲିମିନେଟର ମୁକାବିଲାରେ କାହିଁକି ହାରିଲା ଦିଲ୍ଲୀ କ୍ୟାପିଟାଲସ? ୪୫ ଡଟ୍ ବଲ ଖେଳି ପ୍ରଥମରୁ ପରାଜୟକୁ ସ୍ୱାଗତ କରିଥିଲେ ଦିଲ୍ଲୀ ଖେଳାଳି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

୨୦୨୧ ଇଣ୍ଡିଆନ ପ୍ରିମିୟର ଲିଗର ଦ୍ୱିତୀୟ ଏଲିମିନେଟର ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲସକୁ ୩ ୱିକେଟରେ ପରାସ୍ତ କରି ଦମଦାର ବିଜୟ ହାସଲ କରି ନେଇଛି କୋଲକାତା ନାଇଟ ରାଇଡର୍ସ । ପୁରା ସିରିଜରେ ଦିଲ୍ଲୀର ଦମଦାର ପ୍ରଦର୍ଶନ ପରେ ଏପରି ବଡ ମୁକାବିଲାରେ ଦଳର ପରାଜୟ ପରେ ଆରମ୍ଭ ହୋଇଛି ପୋଷ୍ଟ ମର୍ଟମ । କାହିଁକି ମ୍ୟାଚ୍ ହାରିଲା ଦଳ ।
କାହିଁକି ହାରିଲା ଦିଲ୍ଲୀ କ୍ୟାପିଟାଲସ?
-କୋଲକାତା ବୋଲିଂ ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲସର ଧୀମା ବ୍ୟାଟିଂ

  • ପୁରା ଇନିଂସରେ ଦିଲ୍ଲୀ ବ୍ୟାଟର କାହିଁକି ଖେଳିଥିଲେ ୪୫ ଡଟ୍ ବଲ
  • ଦିଲ୍ଲୀ ଇନିଂସରେ ଥିଲା ୬ଟି ଚୌକା ଓ ୬ଟି ଛକା
  • ଶିଖର-ପୃଥ୍ୱୀଙ୍କ ଭଲ ଆରମ୍ଭ ପରେ ସବୁ ବ୍ୟାଟସ୍ ମ୍ୟାନ୍ ବିଫଳ
  • ଧବନ ୩୬, ଆୟାର ୩୦, ପୃଥ୍ୱୀସ ୧୮, ହେଟମେୟାର ୧୭, ପନ୍ତ ୬, ଅକ୍ଷର ୪ ରନ୍
    -୮ମ ଓଭରରେ ୫୦ ଓ ୧୭.୧ ଓଭରରେ ୧୦୦ ସ୍କୋର ଛୁଇଁଲା ଦିଲ୍ଲୀ
  • ଛୋଟ ସ୍କୋର ପରେ ସଫଳ ହୋଇନଥିଲା ଦିଲ୍ଲୀର ବୋଲିଂ
  • ଶୁଭମନ ଓ ଭେଙ୍କଟେଶ ଯୋଡି ଭାଙ୍ଗିବାରେ ବିଳମ୍ୱ କରିଦେଇଥିଲେ ଦିଲ୍ଲୀ ବୋଲର
  • ବଡ ମ୍ୟାଚର ଚାପ ମୁକାବିଲାରେ ବିଫଳ ରହିଥିଲେ ଦିଲ୍ଲୀ ଖେଳାଳି

related posts

Leave a Comment