Home Breaking News / ତାଜା ଖବର ନବମୀ ପୂଜା ଅବସର ରେ ସମର୍ଥ ଓଡ଼ିଶାର ମୁଖ୍ୟ ଉପଦେଷ୍ଟା ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କର ଓଡ଼ିଶାର ଜନସାଧାରଣ ଙ୍କ ପାଇଁ ସମସ୍ତ ସ୍ଥାନରେ ପ୍ରସାଦ ସେବନ ବଣ୍ଟନ

ନବମୀ ପୂଜା ଅବସର ରେ ସମର୍ଥ ଓଡ଼ିଶାର ମୁଖ୍ୟ ଉପଦେଷ୍ଟା ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କର ଓଡ଼ିଶାର ଜନସାଧାରଣ ଙ୍କ ପାଇଁ ସମସ୍ତ ସ୍ଥାନରେ ପ୍ରସାଦ ସେବନ ବଣ୍ଟନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମୟୁରଭଞ୍ଜ: ଆଜି ମା ଦୁର୍ଗାଙ୍କର ଶାରଦୀୟ ନବମୀ ପୂଜା ଅବସର ରେ ସମର୍ଥ ଓଡ଼ିଶାର ମୁଖ୍ୟ ଉପଦେଷ୍ଟା ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କର ଓଡ଼ିଶାର ଜନସାଧାରଣ ଙ୍କ ପାଇଁ ସମସ୍ତ ସ୍ଥାନରେ ପ୍ରସାଦ ସେବନ ପାଇଁ ଜାତି ବର୍ଣ ନିର୍ବିଶେଷରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ରଖାଯାଇଥିଲା ସେଥି ମଧ୍ୟରୁ ମୟୁରଭଞ୍ଜ ଜିଲ୍ଲା ର ସମସ୍ତ ସମର୍ଥ ପରିବାର ର ସଭ୍ୟ ଏବଂ ସଦସ୍ୟା ମାନଙ୍କ ଆୟୋଜନରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା

related posts

Leave a Comment