Home Breaking News / ତାଜା ଖବର ମନୀଷ ହତ୍ୟା ମାମଲାରେ ୩ ଅଭିଯୁକ୍ତ ଥାନାରେ ଅଟକ, ପୋଲିସର ଜେରା

ମନୀଷ ହତ୍ୟା ମାମଲାରେ ୩ ଅଭିଯୁକ୍ତ ଥାନାରେ ଅଟକ, ପୋଲିସର ଜେରା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ -12/10(ସୁନୀଲ ପଟନାୟକ): ରାଜଧାନୀର ହାଇ ପ୍ରୋଫାଇଲ ମର୍ଡର କେଶ୍ ବରିଷ୍ଟ ସାମ୍ବାଦିକ ନବୀନ୍ ଦାସଙ୍କ ବଡ଼ ପୁଅ ତଥା ନିର୍ଭୟର ପରିଚାଳନା ସମ୍ପାଦକ ମନିଷ ଅନୁରାଗ ହତ୍ୟା ମାମଲରେ ଟାଉନ ଥାନା ପୁଲିସ ରେ 3 ଜଣ ଅଟକ ରଖି ପଚରା ଉଚରା କରୁଛି 3 ଅଭିଯୁକ୍ତ ମଧ୍ଯରୁ ଏକ ଘରୋଇ ଚେନେଲ ବଡ଼ ଖବର ର ସାମ୍ବାଦିକ ହିମାଂଶୁ ବେହେରା ଙ୍କୁ ପୋଲିସ ସୋମବାର ମଧ୍ୟ ରାତିରେ ଘର ଉପରେ ଚଢାଉ କରି ଥାନା କୁ ଆଣି ଅଟକ ରଖିଥିବା ବେଳେ ଏହି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ଦୁଇଜଣ ଅଭିଯୁକ୍ତ କୁହାଯାଉଥିବା ଫୁଲବାଣୀ ସହର ର ଆମ୍ଭଲାପଡା ର ଦିନେଶ୍ ମହାପାତ୍ର ଓ ପିଅନ ପଡ଼ା ଅଞ୍ଚଳର ମୃତ୍ୟୁଞ୍ଜୟ ମିଶ୍ର ଘଟଣା ପରଠୁ ଫେରାର୍ ହୋଇଯାଇଥିବା ବେଳେ ବୁଧୁବାର ସକାଳେ ଏହି ଦୁଇ ଜଣ ଟାଉନ ଥାନା ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା କଥା ଫୁଲବାଣୀ ଏସ ଡି ପି ଓ ମହେନ୍ଦ୍ର ନଥା ମୁର୍ମୁ ସାମ୍ବାଦିକ ମନଙ୍କୁ ସୂଚନା ଦେଇଛନ୍ତି | ପୁଲିସ ଏମାନଙ୍କୁ ହାଇ ପ୍ରୋଫାଇଲ ମନିଷ ହତ୍ୟା କାଣ୍ଡ ମାମଲରେ ଏମାନଙ୍କ କେତେ ଦୂର ମାମଲରେ ସଂପୃକ୍ତି ରହିଛି ସେ ନେଇ ପଚରା ଉଚରା କରିଛି ସୂଚନା ଯୋଗ୍ୟରେ ଗତ ଶନିବାର ଭୁବନେଶ୍ବର ସ୍ଥିତ ସାଉଥ୍ ସିଟି ବାର ଏଣ୍ଡ ରେଷ୍ଟୁରାଣ୍ଟ ରେ ଭୋଜି ଭାତ ପରେ ମନିଷ କୁ କୁଆଡେ ହତ୍ୟା କରାଯାଇ ପାତ୍ରପଡା ସ୍ଥିତ ଏକ ପୋଖରୀ ରେ ମନିଷ ର ମୃତ ଦେହକୁ ଫୋପାଡି ଦେଇ ପଳେଇ ଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା ଏନେଇ ଭୁବନେଶ୍ବର ସ୍ତୁତା ଇନଫ ସିଟି ଥାନାରେ ଏକ ହତ୍ୟା ମାମଲା ମଧ୍ୟ ରୁଜୁ ହୋଇଛି

related posts

Leave a Comment