Home Breaking News / ତାଜା ଖବର ଖଇରାରେ ଦୁର୍ଗାପୂଜା ଅନୁଷ୍ଠିତ

ଖଇରାରେ ଦୁର୍ଗାପୂଜା ଅନୁଷ୍ଠିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବୋଡେ଼ନ(ଜଗତରାମ ଦଣ୍ଡସେନା): ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ଖଇରା ଠାରେ କୋଭିଡ କଟକଣା ନିୟମକୁ ମାନି ଦୁର୍ଗାପୂଜା ଅନୁଷ୍ଠିତ ହେଉଅଛି l ସୋମବାର ସନ୍ଧ୍ୟାରେ ବେଳବରଣ ହୋଇ ଆଜି ବୁଧବାର ମହାଷ୍ଟମୀ ପୂଜା ଅନୁଷ୍ଠିତ ହେଉଅଛି l କର୍ତ୍ତଭାବେ ମାଳଖମ ନାଗ ସପତ୍ନୀ ଦାୟିତ୍ୱ ତୁଲାଉଛନ୍ତି l ପୂଜକମିଟି ର ସଭାପତି ଯଦୁରାମ ଦଲ, ଉପସଭାପତି ପୁରନ୍ଦର ଦଣ୍ଡସେନା, ସମ୍ପାଦକ ନନ୍ଦଲାଲ ଦଣ୍ଡସେନା, ସାହସମ୍ପାଦକ ଅନାମ ଦଲ, କୋଷଧ୍ୟକ୍ଷ୍ୟ ଭାବେ ହିତେଶ ଦୁରିଆ କାର୍ଯ୍ୟ ତୁଲାଉଛନ୍ତି l ଦିନନାଥ ଦୁବେ ମୁଖ୍ୟ ପୁରୋହିତ ଥିବାବେଳେ ମନମୋହନ ପଣ୍ଡା ଓ ଜିତେନ୍ଦ୍ର ଦାଶ ସହଯୋଗ କରୁଛନ୍ତି l ଶନିବାର ଦିନ ଭାଷାଣି ହେବା ସ୍ଥିର ହୋଇଛି

related posts

Leave a Comment