Home Breaking News / ତାଜା ଖବର ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଲାଗୁ ହେବ ଡ୍ରେସ୍‌କୋଡ୍‌ !

ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଲାଗୁ ହେବ ଡ୍ରେସ୍‌କୋଡ୍‌ !

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପୁରୀ: ଦେଶର କିଛି ପ୍ରାଚୀନ ଓ ବଡ଼ ମନ୍ଦିରରେ ପ୍ରବେଶ ପୂର୍ବରୁ ରହିଛି ସ୍ୱତନ୍ତ୍ର ଡ୍ରେସକୋର୍ଡ ନିୟମ । ଅର୍ଥାତ୍ ସେବକ ହୁଅନ୍ତୁ କି କର୍ମଚାରୀ ଅବା ଭକ୍ତ, ସମସ୍ତେ ପାରମ୍ପରିକ ପୋଷାକ ପିନ୍ଧିବାକୁ ବାଧ୍ୟ । ତାକୁ ଆଖିରେ ରଖି ଶ୍ରୀମନ୍ଦିରରେ ବି ଏଭଳି ବ୍ୟବସ୍ଥା ଲାଗୁ ପାଇଁ ହୋଇଛି ନିଷ୍ପତ୍ତି । ପ୍ରଥମ ପର୍ଯ୍ୟାୟରେ କୁମାରପୂର୍ଣ୍ଣମୀ ପରଦିନଠୁ ସେବାୟତ ଓ ଦୀପାବଳି ପରଦିନଠୁ କର୍ମଚାରୀ ପାରମ୍ପରିକ ପୋଷାକ ପିନ୍ଧିନଥିଲେ ଗର୍ଭଗୃହକୁ ମିଳିବନି ସେବା କି ଡ୍ୟୁଟି ଅନୁମତି । ପରେ ଭକ୍ତଙ୍କ ପାଇଁ ସମାନ ବ୍ୟବସ୍ଥା ଲାଗୁ ପାଇଁ ଯୋଜନା ଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା ।

related posts

Leave a Comment