Home Breaking News / ତାଜା ଖବର ଚାନ୍ଦା ନ ଦେବା ଫଳରେ ଗୁପ ଚୁପ ବ୍ୟବସାୟିଙ୍କୁ ମାଡ, ଫିରିଙ୍ଗିଆରେ ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ଚାନ୍ଦା ନ ଦେବା ଫଳରେ ଗୁପ ଚୁପ ବ୍ୟବସାୟିଙ୍କୁ ମାଡ, ଫିରିଙ୍ଗିଆରେ ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ -13/10(ସୁନୀଲପଟନାୟକ): ମଙ୍ଗଳବାର ଅପରାହ୍ନ ରେ ଫିରିଙ୍ଗିଆ ତଳ ପୂଜା କମିଟି ର କିଛି ସଦଶ୍ୟ ଉପରମାର୍କେଟ ର ସନ୍ତୋଷ ସାହାଣୀ ନାମକ ଜଣେ ଗୁପଚୁପ ବ୍ୟବସାୟୀ ଙ୍କୁ ଚାନ୍ଦା ମାଗିଥିଲେl ସେ ଚାନ୍ଦା ଦେବାକୁ ମନା କରିବା ଫଳରେ ମାଡପିଟକରି ଥିଲେ. ଏହାକୁ ନେଇ ଉପର ମାର୍କେଟ ବା ମାଉସୀ ମା ମାର୍କେଟ କମିଟି ର ସଦଶ୍ୟ ମାନେ ଥାନାରେ ଏକ ଲିଖିତ ଅଭିଯୋଗ ମଧ୍ୟ କରି ଛନ୍ତି. ତେ ବେ ଏତଲା ଦେବାର 12 ଘଣ୍ଟା ବିତିଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରିନାହିଁ. ଯାହା ଫଳରେ ଆଜି ସକାଳ ନ ଟାରୁ ମାଉସୀମା ମାର୍କେଟକମିଟି ର ସଦଶ୍ୟ ମାନେ ଦୋକାନ ବଜାର ବନ୍ଦ କରିବା ସହ ଫୁଲବାଣୀ ବାଲି ଗୁଡା ରାସ୍ତାର ବ୍ଲକ ଛକଠାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି.l ଫଳରେ ଜାନବାହାନ ଚଳା ଚଳ ବନ୍ଦ ରହିଛି l
ଖବର ପାଇ ଏସଡି ପି ଓ ମହେନ୍ଦ୍ର ନାଥ ମୁର୍ମୁ ଘଟଣା ସ୍ଥଳ ରେ ପହଂଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି

related posts

Leave a Comment