Home Breaking News / ତାଜା ଖବର ବାଘ ଆକ୍ରମଣରେ ଚାଲିଗଲା ସାଢ଼େ ୬ ବର୍ଷୀୟ ବାଳକର ଜୀବନ

ବାଘ ଆକ୍ରମଣରେ ଚାଲିଗଲା ସାଢ଼େ ୬ ବର୍ଷୀୟ ବାଳକର ଜୀବନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇଘର(ଜ୍ୟୋତି ପ୍ରକାଶ ସାହୁ): ନବରଙ୍ଗପୁର ବାଘ ଆକ୍ରମଣରେ ଚାଳିଗଲା ସାଢ଼େ ୬ ବର୍ଷୀୟ ବାଳକର ଜୀବନ। ରାଇଘର ତୁରୁଡିହି ଗ୍ରାମରେ ଘଟିଛି ଏହିଭଳି ହୃଦୟବିଦାରକ ଘଟଣା। ମୃତ ବାଳକର ନାମ ଅମିତ୍ ମର୍କାମ ଏବଂ ତାଙ୍କ ପିତାଙ୍କ ନାମ ନରେନ୍ଦ୍ର ମର୍କାମ।ମିଳିଥିବା ସୂଚନାନୁସାରେ, ଅମିତ ପରିବାର ସହ ଛତିଶଗଡ ରାଜ୍ୟର ସିହାବା ମନ୍ଦିରକୁ ଦର୍ଶନ ପାଇଁ ଯାଇଥିବା ସମୟରେ ଅଚାନକ଼ ଏକ ବାଘ ଆକ୍ରମଣ କରିଥିଲା। ଜୀବନ ବଞ୍ଚାଇବା ପାଇଁ ସମ ସ୍ତେ ଦୌଡୁଥିବା ବେଳେ ବାଳକ ଅମିତ୍ ବାଘ ହାବୁଡରେ ପଡି ଯାଇଥିଲେ। ବାଘ ତାଙ୍କୁ ଟାଣି ନେଇ ପାହାଡ଼କୁ ଚାଲି ଯାଉଥିବା ଦେଖିବାକୁ ମିଳିଥିଲା

related posts

Leave a Comment