Home Breaking News / ତାଜା ଖବର ରାୟଗଡ ମାଟିର ଗୌରବ ପ୍ରମୋଦ କୁମାର ଦିଗଲଙ୍କୁ ସଂମାନିତ

ରାୟଗଡ ମାଟିର ଗୌରବ ପ୍ରମୋଦ କୁମାର ଦିଗଲଙ୍କୁ ସଂମାନିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୧୨/୧୦-(ଧନେଶ୍ବର ରାଉତ)-ରାୟଗଡା ନଗର ଭାଜପା ତରଫରୁ ରାୟଗଡା ମାଟିର ଗୌରବ ତଥା ଚଳିତ ବର୍ଷ ଓ ଏ ଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇଥିବା ଶ୍ରୀ ପ୍ରଦେଶ କୁମାର ଦିଗଲ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଗଲା ।ରାୟଗଡ ଜିଲ୍ଲାର ଏକ ପଲିରୁ ଆଜି ପ୍ରମାଣିତ କରିଛନ୍ତି କି ଅଧ୍ୟବସାୟ ଓ ପରିଶ୍ରମ କଲେ ନିଶ୍ଚୟ ଲକ୍ଷ ହାସଲ କରିହେବ ଏହାର ନିଦର୍ଶନ ଅଟନ୍ତି ଆମ ଦିଗଲ ବାବୁ। ପ୍ରବଳ ଇଛା ଆଗରେ କେହି ଅଟକାଇ ପାରିବେନି ବୋଲି ପ୍ରମାଣିତ କରିଛନ୍ତି।ଏହି ସମ୍ବର୍ଦ୍ଧନା ନଗର ଭାଜପା ସଭାପତି ଶ୍ୟାମ କୁମାର ଦାଶ ଙ୍କ ନେତୃତ୍ୱରେ ନଗର ପଦାଧିକାରୀ ଏବଂ ଜ଼ିଲ୍ଲା ସ୍ତରୀୟ ଭାଜପା ବୃନ୍ଦଙ୍କ ଉପସ୍ଥିତି ରେ କରାଗଲା । ଏହି କାର୍ଯ୍ୟକ୍ରମ ରେ ବିଦ୍ୟା ଭୂଷଣ ପଣ୍ଡା, ଅଜୟ ଚୂଲେଟ, ଟି. ନାଗରାଜୂ,ସିବା ଭାସ୍କର, ରାଜେଶ ପାଣିଗ୍ରାହୀ, ପେଦିନା ମୁରଲୀ, ଆଶିଷ ସିହ୍ନା, ସନ୍ତୋଷ ସାହୁ, ସୋମବାବୁ ଏବଂ ବାମସି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

related posts

Leave a Comment