Home Breaking News / ତାଜା ଖବର ଏଟିଏମ ଗାଡି ସହ ଟଙ୍କା ଲୁଟ ଘଟଣାରେ କେନ୍ଦ୍ରାଞ୍ଚଳ ଆଇଜିଙ୍କ ସାମ୍ବାଦିକ ସମ୍ମିଳନୀ

ଏଟିଏମ ଗାଡି ସହ ଟଙ୍କା ଲୁଟ ଘଟଣାରେ କେନ୍ଦ୍ରାଞ୍ଚଳ ଆଇଜିଙ୍କ ସାମ୍ବାଦିକ ସମ୍ମିଳନୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଗତକାଲି ଆଠଗଡ଼ ଅଞ୍ଚଳରେ ATM ଗାଡି ସହ ଟଙ୍କା ଲୁଟ ଘଟଣାରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ନରସିଂହା ଭୋଳ ।
ଆଜି ଆଠଗଡ଼ sdpo ଙ୍କ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ୩ଜଣ ଲୁଟେରା ଙ୍କ ସହ ୪ଟି ବନ୍ଧୁକ ଗୋଟେ ଖେଳନା ବନ୍ଧୁକ , ଖଣ୍ଡା ୨ଟି , କଟୁରୀ ୧ଟା ଗନମ୍ୟାନର ବନ୍ଧୁକ ସହ ୧କୋଟି ୫ଲକ୍ଷ ଟଙ୍କା ଜବତ କରିଥିବା ସୂଚନା ଦେଇଛନ୍ତି । ଲୁଟ ଘଟଣାରେ ଆଠଗଡ ସହ ଢେଙ୍କାନାଳ ସଦର ପୋଲିସ ଲୁଟେରା ଧରିବାରେ ସକ୍ଷମ ହୋଇଥିବା ସହ ଏହି ୩ ଜଣ ଚୋରଙ୍କ ନାମରେ ବିଭିନ୍ନ ଥାନାରେ ୧୫ରୁ ଉର୍ଦ୍ଧ ମାମଲା ରହିଛି, ଏବଂ ଏହି ୩ ଜଣଙ୍କୁ ପୋଲିଶ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରିବ ବୋଲି ସୂଚନା ଦେଇଛନ୍ତି

related posts

Leave a Comment