Home Breaking News / ତାଜା ଖବର ବିଭିନ୍ନ ଦାବୀ ପୂରଣ ନେଇ କଂଗେସର ଦାରିଙ୍ଗବାଡି ବନ୍ଦ ଡାକରା ଆଜି

ବିଭିନ୍ନ ଦାବୀ ପୂରଣ ନେଇ କଂଗେସର ଦାରିଙ୍ଗବାଡି ବନ୍ଦ ଡାକରା ଆଜି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ-୧୧/୧୦(ସୁନୀଲପଟନାୟକ): ବିଭିନ୍ନ ଦାବୀ ପୁରଣ ନେଇ କନ୍ଧମାଳ ଜିଲ୍ଲା କଂଗ୍ରେସ ପକ୍ଷରୁଦାରିଙ୍ଗବାଡି ବନ୍ଦ ଡ଼ାକରା ଦିଆଯାଇଥିବା ଫଳରେ ଗାଡି ମଟର .ଚଳାଚଳ ସାଙ୍ଗକୁ ଦୋକାନବଜାର ଆଦି ବନ୍ଦ ରହିଛି ।
କଂଗ୍ରେସକର୍ମୀ ମାନେ ବିଭିନ୍ନ ସ୍ଥାନରେ ପିକେଟିଙ୍ଗ କରୁଛନ୍ତି। ଦାରିଙ୍ଗବାଡି ବ୍ଲ୍କ୍କ୍କ୍କ ସହକାରୀ ନିର୍ବାହୀ ଯନ୍ତ୍ରୀ ଙ୍କ ମନ ମୁଖି କାରବାର ସାଙ୍ଗକୁ ବିଧାୟକଙ୍କ ବିଜୁ ପାଠାଗାର ନାମରେ ସରକାରି ଜଳରେ ଗୃହନିର୍ମାଣ କରିବା ଅଭିଯୋଗ କରିଛି କଂଗ୍ରେସ । ତେ6ବ ଏଥି ପୂର୍ବରୁ ଏହି ଅଭିଯୋଗ କରି ପଞ୍ଚାୟତ ସମିତି ଅଧ୍ୟକ୍ଷା ଥିବା ରୁ ଦା ମଳିକ ଓ ଉପାଧ୍ୟକ୍ଷ ରମାକାନ୍ତ ବଳିଆରସିଂ ପ୍ରମୁଖ ବ୍ଲକ୍ ସମ୍ମୁଖରେ ସେପ୍ଟେମ୍ବର ୧୬ରେ ଅନଶନ କରିଥିଲେ ।
ତେବେ ପ୍ରକଳ୍ପ ନିର୍ଦ୍ଦେଶକ ଡିଆରଡିଏ ବିଶ୍ଵ ରଂଜନ ନାଏକ ଘଟଣାର ନିରପେକ୍ଷ ତଦନ୍ତ କରିବା ସହ ଦାରିଙ୍ଗବାଡି ବ୍ଳକ ସହକାରୀ ନିର୍ବାହୀ ଯନ୍ତ୍ରୀ ବବୃ ବାହନ ବେହେରା ଙ୍କୁ ବଦଳୀ କରିଦେବେ ବୋଲି ପ୍ରତିଶୃତି ଦେଇଥଲେ ହେଲେ ପୁରଣ ନ ହେବା ଫଳରେ କଂଗ୍ରେସ ଆଜି ବନ୍ଦ ଡ଼ାକରା ଦେଇଥିଲା।
ଆଇନ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୃତୟନ କରାଯାଇଛି ।
ତେବେ ଆଗକୁ ପଞ୍ଚାୟତନିର୍ବାଚନ ଥିବାରୁ ଏ ପଟେ ଶାସକବିଜେଡି ଓ ସ୍ଥାନୀୟ ବିଧାୟକଙ୍କର ଲୋକପ୍ରିୟତା ବଢ଼ି ଚାଲିଥିବା ରୁ ଏଥିରେ ଅସହିଷ୍ଣୁ ହୋଇ କଂଗ୍ରେସ ମିଥ୍ୟା ଆରୋପ ଲଗାଇ ପୁଣି ଯେ କୌଣସି ପ୍ରକାରେ ଆସନ ଦଖଲ କରିବା ଲାଗି କଂଗ୍ରେସ ଔଷଧ ବିକଳରେ ତାଟିଆ କାମୁଡୁଛି ବୋଲି ବିଜେଡି କହିଛି ।
ସେ ଯାହା ହେଲେବି ଲୋକେ କଂଗ୍ରେସବ୍ଲ୍କ ଅଧ୍ୟକ୍ଷାଙ୍କ ବିଷୟରେ ସବୁ ଜାଣିଲେଣି ଆଉ ନିର୍ବାଚନରେ ଉଚିତ ଜବାବ ଦେବେ ବୋଲି ବିଧାୟକଙ୍କ ସମର୍ଥକମାନେ କହିଛନ୍ତି।
ସୂଚନାଯୋଗ୍ୟଯେ ପୂର୍ବରୁ ବିଧାୟକଙ୍କ ପତ୍ନି ବ୍ଳକ ଅଧ୍ୟକ୍ଷା ଥିଲେ ତେ6ବ ଏକାଧିକ ସନ୍ତାନମାମଲାରେ ତାଙ୍କ ସଭ୍ୟପଦ ଉଚ୍ଚନ୍ୟାୟାଳୟରେ ରଦ୍ଧ ହେବ। ପରେ ତାଙ୍କର ଅଧ୍ୟକ୍ଷା ପଦବୀ ଚାଲି ଯାଇଥିଲା ଓ କଂଗ୍ରେସର ରୁ ଦାମଲିକ ଅଧ୍ୟକ୍ଷ । ଅଛନ୍ତି । ସେବେଠାରୁ ପଞ୍ଚାୟତ ସମିତି ଅଧ୍ୟକ୍ଷା ଓ ବିଧାୟକଙ୍କ ମଧ୍ୟରେ ଆରୋପ ଦୋଷାର ପଚାଲିଛି ଓ ଏହାରି ଭିତରେ ସରକାରୀ ପଦସ୍ତ ଅଧିକାରୀ ,ଯନ୍ତ୍ରୀ ଅ କାରଣରେ ବଳିପଡୁଛନ୍ତି।

related posts

Leave a Comment