Home Breaking News / ତାଜା ଖବର ବଦଳିଲେ ଦାରିଂବାଡ଼ି ବ୍ଲକ ସହକାରୀ ଯନ୍ତ୍ରୀ

ବଦଳିଲେ ଦାରିଂବାଡ଼ି ବ୍ଲକ ସହକାରୀ ଯନ୍ତ୍ରୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ -11/10(ସୁନୀଲ ପଟନାୟକ): ବିଭିନ୍ନ ଦାବୀ ପୂରଣ ନେଇକଂଗ୍ରେସ ପକ୍ଷରୁ ଆଜି ସୋମବାର କନ୍ଧମାଳ ଜ଼ିଲ୍ଲା ଦାରିଂବାଡ଼ି ବ୍ଲକ ବନ୍ଦ ଡାକରା ଦିଆଯାଇଥିଲା l
ସେମାନଙ୍କ ଦାବୀ ମଧ୍ୟରେ ଦାରିଙ୍ଗ ବାଡି ବ୍ଲକ ସହକାରୀ ଯନ୍ତ୍ରୀଇଂ, ବବୂବାହନ ବାହାନ ବେହେରା ଙ୍କୁତୁରନ୍ତ ହଟାଇ ଉକ୍ତ ସ୍ଥାନ ରେ ନୂତନ ସହକାରୀ ଯନ୍ତ୍ରୀ ନିଯୁକ୍ତି l
ଫଳରେ ରାଜ୍ୟ ସରକାର ସୋମବାର ଗଂଜାମ ଦିଗପହଣ୍ଡି ବ୍ଲକ ସହକାରୀ ଯନ୍ତ୍ରୀ ଶିଶିର କୁମାର ପାତ୍ର ଙ୍କୁ ଦାରିଙ୍ଗ ବାଡି ବ୍ଲକ ସହକାରୀ ଯନ୍ତ୍ରୀ ଭାବେ ନିଯୁକ୍ତି ଦେଇଥିବା ଜଣାପଡିଛି l ଅପର ପକ୍ଷରେ ପୂର୍ବରୁ ଥିବା ସହକାରୀ ଯନ୍ତ୍ରୀ ଇଂ. ବେହେରା ଛୁଟି ରେ ଯାଇଥିବା ଜଣାପଡିଛି

related posts

Leave a Comment