Home Breaking News / ତାଜା ଖବର ABVP କନ୍ଧମାଳ ଜିଲ୍ଲା ପ୍ରମୁଖ ହେଲେ ଶିବାଶିଷ ପଣ୍ଡା

ABVP କନ୍ଧମାଳ ଜିଲ୍ଲା ପ୍ରମୁଖ ହେଲେ ଶିବାଶିଷ ପଣ୍ଡା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ -11/10(ସୁନୀଲ ପଟନାୟକ): ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ର ପ୍ରାନ୍ତ ଅଭ୍ୟାସ ବର୍ଗ ଖୋର୍ଦ୍ଧା ଠାରେ ଅନୁଷ୍ଟିତ ହେଇଯାଇଛି l ଏଥିରେ କନ୍ଧମାଳ ଜିଲ୍ଲାର ବିଦ୍ୟାର୍ଥୀ ମାନେ ଯୋଗଦାନ କରିଥିଲେ l ଏହି ବର୍ଗରେ ପୁଣିଥରେ ଜିଲ୍ଲା ପ୍ରମୁଖ ଭାବେ ଶିବାଶିଷ ପଣ୍ଡା, ଜିଲ୍ଲା ସଂଯୋଜକ ଭାବେ ଦିବ୍ୟରଞ୍ଜନ ଡାକୁଆ, ଜିଲ୍ଲା ସହ ସଂଯୋଜକ ଭାବେ ପ୍ରୀତିଜୀନା ସେଠି, ବିଭାଗ ପ୍ରମୁଖ ଭାବେ ରୁଦ୍ରପ୍ରସାଦ ସେଠି, ବିଭାଗ ରାଷ୍ଟ୍ରୀୟ କଳାମଞ୍ଚ ପ୍ରମୁଖ ଭାବେ ରାଜନନ୍ଦିନୀ ସାହାଣୀ ଙ୍କୁ ଦାଇତ୍ୱ ପ୍ରଦାନ କରାଯାଇଛି l ଏ ଵି ଭି ପି କନ୍ଧମାଳ ତରଫରୁ ସମସ୍ତ ଙ୍କୁ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା ଦିଆଯାଇଛି

related posts

Leave a Comment