Home Breaking News / ତାଜା ଖବର କନ୍ଧମାଳ ଏସପିଙ୍କ ନିକଟରେ ମାଓବାଦିର ଆତ୍ମ ସମର୍ପଣ

କନ୍ଧମାଳ ଏସପିଙ୍କ ନିକଟରେ ମାଓବାଦିର ଆତ୍ମ ସମର୍ପଣ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ 10/10(ସୁନୀଲ ପଟନାୟକ) କନ୍ଧମାଳ ଏସପିଙ୍କ ନିକଟରେ ଵି ଜି ଏନ ଡିଭିଜନ ର ମାଓ ରାହୁଲ ମୂଷାକି(ପିଣ୍ଟୁ) ଆତ୍ମ ସମର୍ପଣ କରିଛି l ରାହୁଲ ମୂଷାକିର ଘର ଛତ୍ତିଶଗଡ଼ ରାଜ୍ୟ ର ସୁକୁମା ଜ଼ିଲ୍ଲା ର ଜେଗୁରୁମୁଣ୍ଡା ପଞ୍ଚାୟତ ତଳଟ ଗ୍ରାମରେ l
2015 ରୁ ରାହୁଲ ମାଓ ସଂଗଠନ ରେ ମିଶି କାର୍ଯ୍ୟ କରିଆସୁଥିଲା ବୋଲି କହିଛି l
ତେବେ ରାଜ୍ୟ ସରକାର ଙ୍କ ବିଭିନ୍ନ ଉନୟନ୍ନ ମୂଳକ କାର୍ଯ୍ୟ ରେ ପ୍ରଭାବିତ ହୋଇ ମାଓ ସଂଗଠନ ଛାଡି ସମାଜ ର ମୁଖ୍ୟ ସ୍ରୋତ ରେ ସାମିଲ ହେବାକୁ ମନସ୍ଥ କରି ରାହୁଲ ଆଜି ଆତ୍ମ ସମର୍ପଣ କରିଥିବା କଥା ପୋଲିସ କହିଛି l ସେହିପରି ମୁଖ୍ୟମନ୍ତ୍ରୀ ଙ୍କ ମାଓବାଦୀ ଙ୍କୁ ହିଂସା ଛାଡି ଆତ୍ମସମର୍ପଣ କରି ସମାଜ ର ମୁଖ୍ୟ ସ୍ରୋତ ରେ ସାମିଲ ହେବାପାଇଁ ଅପିଲ କରିବା ପରେ ଆତ୍ମ ସମର୍ପଣ କରିଥିବା କଥା ଏସ ପି ବିନୀତ ଅଗ୍ରୱାଲ କହିଛନ୍ତି l
ସେହିପରି କନ୍ଧମାଳ ପୋଲିସ ର ରୀତି ମତ କମ୍ବିଂ ଅପରେସନ ଜୋଂଗୁ ପୋଲିସ ପ୍ରତି ଭୟ ଆତ୍ମ ସମର୍ପଣ କରିବାର ଆଉ ଏକ କl ରଣ ବୋଲି ଏସ ପି ଅଗ୍ରୱାଲ ସାମ୍ବାଦିକ ମାନକୁ କହିଛନ୍ତି

related posts

Leave a Comment