Home Breaking News ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ କନ୍ଧମାଳ ପ୍ରଶସିଂତ

ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ କନ୍ଧମାଳ ପ୍ରଶସିଂତ

by Times One Odia
Share with
     
 
 
   

ଫୁଲବାଣୀ-୯/୧୦(ସୁନୀଲପଟନାୟକ) ଗ୍ରାମ। ଞ୍ଚଳ ଲୋକମାନଙ୍କୁ ଉନ୍ନତମାନର ୨୪ଘଣ୍ଟିଆ ଅନବରତ ଭାବେ ସ୍ୱାସ୍ଥ୍ୟସେବା ଯୋଗାଇ କନ୍ଧମାଳ ଜିଲ୍ଲା ପ୍ରଶ ସିଂତହୋଇଛି ।
ନିତି ଆୟୋଗ ଏହି ପ୍ରଶସାଂ କରିଛି । ଗତ ଜୁନ ଓ ଜୁଲାଇ ଦୁଇମାସରେ ରାଜ୍ୟ ର ଅନ୍ୟ ଜିଲା ଅପେକ୍ଷା କନ୍ଧମାଳ ଭଲ ପ୍ରଦର୍ଶନ କରିଥିବା ସମୀକ୍ଷ ।ରୁ ଜଣା ପଡିଛି । ଏନେଇ ନିତୀ ଆୟୋଗର ମୁଖ୍ୟ ନିର୍ବାହୀ ଅଧିକାରୀ ଅମିତାଭ କାନ୍ତ୍ର ରାଜ୍ୟ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ନିକଟକୁ ଲେଖିଥିବା ପତ୍ରରୁ ଜଣାପଡିଛି । ଫଳରେ ନିତି ଆୟୋଗ ନିୟମ ପ୍ରକାରେ ଅତିରିକ୍ତ ୩କୋଟି ଟଙ୍କା ଅନୁଦାନ ଜିଲ୍ଲାକୁ ମିଳିବା ଆକାକ୍ଷୀଜିଲ୍ଲା ବ୍ୟବସ୍ଥା ପ୍ରକାର କନ୍ଧମାଳକୁ ଏହି ଅତିରିକ୍ତ ଅନୁବାନ ତାଲିକାରେ ରଖାଯାଇଛି ।
ସୂଚନାଯୋଗ୍ୟ ଯେ ଡେଲଟା ରେକିଙ୍ଗ ପଦ୍ଧତିରେ ହୋଇଥିବା ଦେଶର ୧୧୫ ଆକାଂକ୍ଷୀ ଜିଲ୍ଲା ମଧ୍ୟରେ କନ୍ଧମାଳ ୧୦ମ ସ୍ଥାନରେ ରହିଥିବା ଜଣାପଡିଛି ।
ସୂଚନାଯୋଗ୍ୟଯେ ଗତବର୍ଷ କ.ନ୍ଧମାଳ ସମଗ୍ର ଦେଶରେ ୨ୟ ସ୍ଥାନରେ ଥିଲା।
ସେହିପରି ବର୍ତ୍ତମାନ ଅନୁଷ୍ଠାନିକ ପ୍ରସବ ପୃଷ୍ଟି କର ଖାଦ୍ୟ, ଶିଶୁ ଯତ୍ନ, ପରି ଅନେକ କାର୍ଯ୍ୟକ୍ରମ ସଠିକ ଢ଼ଙ୍ଗରେ ପରିଚାଳନା କରିବା ସହିତ ସ୍ୱାସ୍ଥ୍ୟସେବା ଲୋକଙ୍କ ନିକଟରେ ପହଞ୍ଚିପାରିଥିବାରୁ ଏହି ସଫଳତା ମିଳିଥିବା ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା ରାଜଶ୍ରୀ ପଟନାୟକ ସୂଚନା ଦେଇଛନ୍ତି।

related posts

Leave a Comment