Home Breaking News ମିଥ୍ୟା ବିଲ ପାସ ନେଇ ଯନ୍ତ୍ରୀଙ୍କ ବାସ ଭବନରେ ପଶି ଠିକାଦାରଙ୍କ ଧମକ ?

ମିଥ୍ୟା ବିଲ ପାସ ନେଇ ଯନ୍ତ୍ରୀଙ୍କ ବାସ ଭବନରେ ପଶି ଠିକାଦାରଙ୍କ ଧମକ ?

by Times One Odia
Share with
     
 
 
   

ଫୁଲ ବାଣୀ-୯/୧୦ ଶୁକ୍ରବାର କିଛି ଠିକାଦାର କୁଆଡ଼େ ସରକାରୀ କ୍ଵାଟରରେ ରହୁଥିବା ଯନ୍ତ୍ରୀଙ୍କ କ୍ଵାଟରରେ ଯୋର ଜବରଦସ୍ତ ପଶି ୫ଟିରେ ଚାଲିଥିବା ସ୍କାର୍ଟ ହାଇ ସ୍କୁଲ କାର୍ଯ୍ୟ ନକରି ବିଲ କରିବାଲାଗି ବାଧ୍ୟ କରିବା ସହ ଅଭଦ୍ର ଭାଷାରେ ଗାଳି ଗୁଳ ଜ କରିବା ସହ ହତ୍ୟା ଧମକ ମଧ୍ୟ ଦେଇଥିବା ଘଟଣା ସାମନାକୁ ଆସିଛି । ଯାହାକୁ କି ସରକାରୀ କର୍ମଚାରୀ ସଂଘ ଓ ସ୍ଥାନୀୟ ଜନସା ଧାରଣ ନି’ନ୍ଦା କରିବା ସହ ନାପସନ୍ଦ ମଧ୍ୟ କରିଛନ୍ତି।
ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ 6 ର।
ଶୁକ୍ରବାର ଅପରାହ୍ନରେ ଦୁଇ ଜଣ ଠିକାଦାର କୁ ଆଡେ ଏଭଳି କାଣ୍ଡ ଭିଆଇଥିବା କୁହାଯାଉଛି ।
ଏନେଇ ବିଡିଓଙ୍କ ସହ ଆଲୋଚନା କରାଯିବା ପରେ ଥାନାରେ ଏତେଲା ଦିଆଯିବ ବୋଲି ଜଣାପଡିଛି । ଏହି ବ୍ଲକରେ ସରକାରୀ କର୍ମଚାରୀମାନେ ନିଜକୁ ସୁରକ୍ଷିତ ମଣୁ ନ ଥିବା କହିଛନ୍ତି । ସରକାରୀ କର୍ମଚାରୀଙ୍କୁ ତୁରନ୍ତସୁରକ୍ଷା ଯୋଗାଇ ଦିଆନଗଲେ ଆଗାମୀ ଦିନରେ କଲମଛାଡ଼ ଆନ୍ଦୋଳନ କରି ବାକୁ ବାଧ୍ୟହେବେ ବୋଲି କର୍ମଚାରୀ ସଂଗଠନ ନେତା କହିଛନ୍ତି । ସେହିପରି ଠିକାଦାରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଡିପ୍ଲୋମା ଏସେ।ସିଏସନ ପକ୍ଷରୁ ମଧ୍ୟ ଆନ୍ଦୋଳନାତ୍ମକ ପନ୍ଥା ମଧ୍ୟ ଗ୍ରହଣ କରାଯିବା ନେଇ ଆଲୋଚନା ହେଉଛି ।

related posts

Leave a Comment