Home Breaking News / ତାଜା ଖବର ବଡମ୍ବା ଓକିଲ ସଂଘ ପକ୍ଷରୁ ଆଇନଜୀବୀ ବନୋଜ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି

ବଡମ୍ବା ଓକିଲ ସଂଘ ପକ୍ଷରୁ ଆଇନଜୀବୀ ବନୋଜ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଡମ୍ବା(ଶକ୍ତି ସ୍ୱର ରଣା): ବଡମ୍ବା ଓକିଲ ସଂଘ ଆନୁକୂଲ୍ୟରେ ଶୁକ୍ରବାର ଦିନ ଓକିଲ ସଂଘ ସମ୍ମିଳନୀ କକ୍ଷରେ ଆଇନଜୀବୀ ସ୍ବର୍ଗତ ବନୋଜ କୁମାର ପଟ୍ଟନାୟକ ଙ୍କ ସ୍ମୁତି ସଭା ସଂଘ ର ସଭାପତି ଆଇନଜୀବି ସନ୍ତୋଷ କୁମାର ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଉକ୍ତ ସଭାରେ ମୁଖ୍ୟ ଅତିଥିଭାବେ ମାଜିଷ୍ଟ୍ରେଟ ଶ୍ରୀକାନ୍ତ ପାଢ଼ୀ ଯୋଗ ଦେଇ ଥିବାବେଳେ ଅନ୍ୟ ମାନଙ୍କ ମଧ୍ୟରେ ଆଇନଜୀବୀ ସନ୍ତୋଷ ପଟ୍ଟନାୟକ, କୈଳାଶ ଚନ୍ଦ୍ର ଜେନା, ନାରାୟଣ ଦାଶ, ଦିଲ୍ଲୀପ କୁମାର ସାମନ୍ତ, ବିଦୁଭୂଷଣ ମହାନ୍ତି, ଦେବୀ ପ୍ରସାଦ ରଥ, ସରୋଜ ବେଉରା, ସରକାରୀ ଓକିଲ ଅର୍ଚିତା ପ୍ରିୟଦର୍ଶିନୀ ପ୍ରମୁଖ ଯୋଗଦେଇ ସ୍ବର୍ଗତ ପଟ୍ଟନାୟକ ଙ୍କ ଫୋଟୋ ଚିତ୍ର ରେ ମାଲ୍ୟାପଣ କରିଥିଲେ I ଉକ୍ତ ସଭାରେ ସ୍ବର୍ଗତ ବନୋଜ ପଟ୍ଟନାୟକ ଙ୍କ ଉଦେଶ୍ୟରେ ସ୍ମରଣିକା ‘ବନଜ୍ୟୋସ୍ନା ‘ଉନ୍ମୋଚିତ ହୋଇଥିଲା I ସଂଘର ସମ୍ପାଦକ ପ୍ରମୋଦ କୁମାର ପୁହାଣ ସଭା ସଂଯୋଜନା କରିଥିଲେ

related posts

Leave a Comment