Home Breaking News ନିରପେକ୍ଷ ତଦନ୍ତ ଦାବୀ କରି ମହିଳା ସଂଗଠନ ପକ୍ଷରୁ ଏସପିଙ୍କୁ ଦାବିପତ୍ର

ନିରପେକ୍ଷ ତଦନ୍ତ ଦାବୀ କରି ମହିଳା ସଂଗଠନ ପକ୍ଷରୁ ଏସପିଙ୍କୁ ଦାବିପତ୍ର

by Times One Odia
Share with
     
 
 
   

ଫୁଲବାଣି(ସୁନୀଲ ପଟନାୟକ): କନ୍ଧମାଳ ଜ଼ିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ପାଜିମାହା ଗ୍ରାମ ରେ ଘଟିଥିବା ଏକ ଗଣ୍ଡ ଗୋଳ ଘଟଣା ରେ ପୋଲିସ ନିର ପେକ୍ଷ ତଦନ୍ତ ନ କରି ନିରୀହ ଲୋକ ଙ୍କୁ ମାମଲାରେ ଛନ୍ଦି ଅଯଥା ହଇରାଣ ହରକତ କରୁଥିବା ଅଭିଯୋଗ କରି ଗ୍ରାମର ମହିଳା ମାନେ ଫୁଲବାଣୀ ଆସି ଥାନା ବାବୁଙ୍କ ବିରୋଧରେ ଏସ ପି ଙ୍କୁ ଭେଟି ଅଭିଯୋଗକରିବା ସହ ଦାବିପତ୍ର ପ୍ରଦାନ କରିଥିଲେ l
ଅନ୍ୟ ଉପରିସ୍ଥ ପୋଲିସ ଅଧିକାରୀ ଙ୍କ ଦ୍ୱାରା ଘଟଣା ର ତଦନ୍ତ କରି ପୀଡିତ ଙ୍କୁ ନ୍ୟାୟ ପ୍ରଦାନ କରିବା ସହ ଥାନା ବାବୁ ଙ୍କ ଅନ୍ୟତ୍ର ବଦଳି ଦାବିକରିଛନ୍ତି ଅଭିଯୋଗ କାରୀ ତଥା ନାରୀ ନେତ୍ରୀ ମିନି ନାୟକ l
ଅନ୍ୟମାନଙ୍କ ମଧ୍ୟରେ ଜୟନ୍ତୀ ପ୍ରଧାନ, ମଞ୍ଜୁଳା ନାୟକ, ପୁର୍ଣିମା ଡିଗାଲ, ନନ୍ଦିନୀ ପ୍ରଧାନ ପ୍ରମୁଖ ଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ l

related posts

Leave a Comment