Home Breaking News / ତାଜା ଖବର ଗଞ୍ଜେଇ ରାସ୍ତାରେ ନେଇ ଗାଡ଼ିରେ ଯାଉ ଥିଲେ ପୋଲିସକୁ ଦେଖିଗାଡି ଛାଡି ଧାଇଁଲେ, ପାଞ୍ଚ କୁଇଣ୍ଟାଲ ଗଞ୍ଜେଇ ଜବତ

ଗଞ୍ଜେଇ ରାସ୍ତାରେ ନେଇ ଗାଡ଼ିରେ ଯାଉ ଥିଲେ ପୋଲିସକୁ ଦେଖିଗାଡି ଛାଡି ଧାଇଁଲେ, ପାଞ୍ଚ କୁଇଣ୍ଟାଲ ଗଞ୍ଜେଇ ଜବତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ-7/10(ସୁନୀଲପଟନାୟକ): କେଜିଏକି ଦୁଇ କେଜି ନୁହେଁ ୬ଟି ବଡ଼ ବଡ଼ ବସ୍ତାରେ ପାଞ୍ଚ କୁଇଣ୍ଟାଲ ଗ6ଜଂ ଇଧରି ଖୁଲମଖୁଲା ଏକ ଶହେସାତ ଡାଲା ଗାଡ଼ି 0D-05ax0263ରେ ରେ ଚାଲାଣ କଲାବେଳେ ଖବରପାଇ ଫିରିଙ୍ଗିଆ ଥା ନା ଏସ ଆଇ ନୀଳାଞ୍ଚଳ ଜେ ନା ଙ୍କ ନେତୃତ୍ୱ ରେ ପୋଲିସ ଘଟଣା ସ୍ଥଳ ରେ ପହଂଚି ଥିଲେ l
ତେବେ ପୋଲିସ ଗାଡି କୁ ଦେଖି ଗଂଜେଇ ମାଫିଆ ମାନେ ଗାଡି ଛାଡି ଧାଇଁ ପଳାଇଥିଲେ lହେଲେ ପୋଲିସ ପାଞ୍ଚ କୁଇଣ୍ଟାଲ ପାଞ୍ଚ କେଜି ଗଂଜେଇ ସହ ଗାଡ଼ି ଜବତକରିଛି l କୌଣସି ସୁତ୍ରରୁ ପକ୍କା ଖବର ପାଇ ପୋଲିସ ଗାଡି ପହଞ୍ଚିଗଲା ହେଲେ ପୋଲିସ ଅଭିଯୁକ୍ତ ମାନଙ୍କୁ ଧରି ପାରିନଥିଲେ ବି ଗଂଜେଇ ଓ ଗାଡ଼ି ଜବତ କରିବାରେ ସଫଳ ହୋଇଥିଲା l
ଏଭଳି ଘଟଣା ଘଟିଛିକନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଶିମିଳି ସାହି ରାସ୍ତାରେ ।
ପୋଲିସ ଏନେଇ ଏକ ମାମଲା ରୁଜୁ କରି ଦୁର୍ବୁର୍ତ୍ତ ମାନଙ୍କୁ ଖୋଜୁଛି । ତେ6ବଫେରାର ଥିବା ମାଫିଆମାନେ ପୋଲିସ ପଞ୍ଚାରୁ ଖସିପାରିବେନି ଅତି ଶିଘ୍ର ସମସ୍ତଙ୍କୁ ଗିରଫ କରାଯିବ ବୋଲି ଥାନା ସବ ଇନ୍ସ୍ପେକଟର ନୀଳାଞ୍ଚଳ ଜେ ନା କହିଛନ୍ତି ।
ପୋଲିସ ଅଧିକାରୀ ଜେନା ଙ୍କ ନେତୃତ୍ଵରେ ଏକ ଟିମ ମାଫିଆଙ୍କୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି ।

related posts

Leave a Comment