Home Breaking News / ତାଜା ଖବର ଜଳ ଜୀବନ ମିଶନ ପ୍ରବର୍ତ୍ତକମାନଙ୍କୁ ତାଲିମ୍ ପ୍ରଦାନ

ଜଳ ଜୀବନ ମିଶନ ପ୍ରବର୍ତ୍ତକମାନଙ୍କୁ ତାଲିମ୍ ପ୍ରଦାନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନରସିଂହପୁର. 06.01.21।ନରସିଂହପୁର ଇନ୍ଦ୍ର ଭାବନ ସ୍ଥିତ ମୁକ୍ତି ପାଠାଗାର ପରିସରରେ କଟକ ଉତ୍କଳ ସେବକ ସମାଜ ଜଳ ଜୀବନ ମିଶନ କଟକ ଜିଲ୍ଲା ତରଫରୁ ନରସିଂହପୁର ବ୍ଲକ ର ୧୦୬ ଜଣ ଜଳ ପ୍ରବର୍ତ୍ତକ ଓ ଗ୍ରାମପଞ୍ଚାୟତ ସଂଯୋଯକ ମାନଙ୍କୁ ପ୍ରତ୍ୟେକ ରାଜସ୍ଵ ଗ୍ରାମରେ ଗ୍ରାମ୍ୟ ଜଳ ଓ ପରିମଳ କମିଟି ଗଠନ ଓ ଗ୍ରାମ୍ୟ କାର୍ଯ୍ୟ ଯୋଜନା ସମ୍ପର୍କରେ ଏକଦିବସୀୟ ତାଲିମ୍ କଟକ ଜିଲ୍ଲା ନୋଡାଲ ଅଫିସର ଦିଲୀପ କୁମାର କୁଅଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉତ୍କଳ ସେବକ ସମାଜର ବରିଷ୍ଟ କାର୍ଯ୍ୟ କର୍ତ୍ତା ମଳୟ କୁମାର ଷଡଙ୍ଗୀ, ଆଠଗଡ ଜଳ ଜୀବନ୍ ମିସନ ର ପ୍ରୀତମ କୁମାର ଶତପଥୀ ତାଲିମ୍ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ବରିଷ୍ଠ ସମାଜ ସେବୀ ତଥା ଗ୍ରାମପଞ୍ଚାୟତ ସଂଯୋଜକ ଦେବଦତ୍ତ ମଳୟ କୁମାର ବରାଳ ଅମୀନ କୁମାର ନାୟକ, ବିକାଶ କୁମାର ବାରିକ ଓ କୃଷ୍ଣ ପ୍ରସାଦ ମିଶ୍ର ପରିଚାଳନା କରିଥିଲେ। ମୁକ୍ତି ପାଠାଗାରର କର୍ମକର୍ତ୍ତା ଏଥିରେ ସହଯୋଗ କରିଥିଲେ।

related posts

Leave a Comment