Home Breaking News / ତାଜା ଖବର ଲଖିମପୁର ହିଂସା ଘଟଣା, ୭୨ ଘଂଟା ପରେ ଗିରଫ ଛାଡନ୍ତୁ ଅଭିଯୁକ୍ତଙ୍କ ନାଁ ବି କହିପାରୁନି ପୋଲିସ

ଲଖିମପୁର ହିଂସା ଘଟଣା, ୭୨ ଘଂଟା ପରେ ଗିରଫ ଛାଡନ୍ତୁ ଅଭିଯୁକ୍ତଙ୍କ ନାଁ ବି କହିପାରୁନି ପୋଲିସ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଉତରପ୍ରଦେଶ ଲଖିମପୁରରେ ଗତ ରବିବାର ଘଟିଥିଲା ହିଂସାକାଣ୍ଡ । ୪ କୃଷକ ଓ ୪ ବିଜେପି କର୍ମୀଙ୍କ ଜୀବନ ଯାଇଥିଲା । ଏହି ଘଟଣାକୁ ନେଇ କଂଗ୍ରେସ ୟୁପିର ଯୋଗୀ ସରକାରକୁ ଜୋରଦାର ଘେରିଲାଣି । ସେପଟେ ଘଟଣାରେ ମୃତକଙ୍କ ପାଇଁ ୪୫ ଲକ୍ଷ. ଆହତଙ୍କୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରି ଘଟଣାରେ ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ରା ତେନିଙ୍କ ପୁଅ ଓ ଅନ୍ୟମାନଙ୍କ ନାଁରେ ମାମଲା ରୁଜ୍ଜୁ ହୋଇଛି । ଘଟଣାର ୭୨ ଘଂଟା ପରେ ୟୁପି ପୋଲିସ ଏହି ଘଟଣାର କିଏ କିଏ ଅଭିଯୁକ୍ତ, କାହାର ଆକ୍ରମଣରେ ଏମାନଙ୍କର ମୃତ୍ୟୁ ହେଲା ତାହା ବି ପୋଲିସ କହିପାରୁନଥିବା ଜଣାପଡିଛି ।

related posts

Leave a Comment