Home Breaking News / ତାଜା ଖବର ପାଟଣାଗଡର ମା ସମଲେଶ୍ୱରୀଙ୍କ ଧବଲ ମୁଖୀ ବେଶ

ପାଟଣାଗଡର ମା ସମଲେଶ୍ୱରୀଙ୍କ ଧବଲ ମୁଖୀ ବେଶ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପାଟଣାଗଡ଼(ପ୍ରିୟବ୍ରତ ସରାଫ): ଆଜି ପବିତ୍ର ମହାଲୟା ଏହି ଅବସରରେ ପାଟଣାଗଡର ଐତିହାସିକ ତଥା ପାଟଣା ଷ୍ଟେଟର ଅଧିଷ୍ଠାତ୍ରୀ ଦେବୀ ମା ପାଟଣେଶ୍ୱରୀ ଓ ସମଲେଶ୍ୱରୀ ମନ୍ଦିରରେ ଆଜି ସକାଳୁ ସକାଳୁ ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି। ଆଜି ଅମାବାସ୍ୟା ତଥା ମହାଲୟା ପଡ଼ିଥିବାରୁ ସମଲେଶ୍ବରୀ ମନ୍ଦିରରେ ମାଙ୍କ ଧବଳମୁଖୀ ବେଶରେ ଦେଖା ଦେଇଛନ୍ତି। ଏହି ବେଶ ଦେଖିବାକୁ ଦୂରଦୂରାନ୍ତରୁ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ମାଙ୍କ ଏହି ଦୁର୍ଲଭ ବେଶ ଦେଖିଲେ ପୁଣ୍ୟ ମିଳିଥାଏ ବୋଲି ଭକ୍ତ ମାନେ କହିଛନ୍ତି। କିନ୍ତୁ କୋବିଡ଼ କଟକଣା ଯୋଗୁ ଭକ୍ତଙ୍କ ସମାଗମ କମ ଦେଖିବାକୁ ମିଳିଛି। ଆଜି ମଧ୍ୟ ରାତ୍ରରେ ମାଙ୍କ ଝାର ବଏଲ ଅଣାଯାଇ ସହର ପରିକ୍ରମା କରାଯିବ ବୋଲି ଜଣାପଡିଛି।

related posts

Leave a Comment