Home Breaking News / ତାଜା ଖବର ଗଛରେ ପିଟି ହେଲା ଆମ୍ବୁଲାନ୍ସ

ଗଛରେ ପିଟି ହେଲା ଆମ୍ବୁଲାନ୍ସ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଉମରକୋଟ (06/10/2021) ଉମରକୋଟ ବ୍ଲକ୍ ଅନ୍ତର୍ଗତ ମୁର୍ତୁମା ଗ୍ରାମ ପଂଚାୟତ ର କେନ୍ଦୁଗୁଡ଼ରା ଗ୍ରାମରେ ବିଳମ୍ବିତ ରାତି ରେ ଗଛରେ ପିଟିହେଲା ଜରୁରୀକାଳୀନ ସେବା ଆମ୍ବୁଲାନ୍ସ୍ (108)ସୂଚନା ଅନୁଯାୟୀ ଗତକାଲି ରାତ୍ରୀ ସମୟରେ ରାଇଘର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରୁ ଜରୁରୀ କାଳୀନ ସ୍ତିତି ରେ ଜଣେ ରୋଗୀଙ୍କୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ କୁ ନେଇ ଯାଇଥିଲା,ସେଠାରୁ ରାତ୍ରୀ 3 ଘଣ୍ଟା ସମୟରେ ରାଇଘର ଅଭିମୁଖେ ଫେରିବା ସମୟରେ ଗାଡିଟିବ୍ରେକଫେଲ୍ ହୋଇଯାଇଥଲା,ତେଣୁ ଗାଡିଟୀ ଉମରକୋଟ ମୁର୍ତୁମା ଗ୍ରାମ ପଂଚାୟତ ର କେନ୍ଦୁଗୁଡ଼ରା ଗ୍ରାମ ର ମୁଖ୍ୟ ରାସ୍ତା ରୁ ଖସି ଯାଇ ଏକ ଗଛରେ ପିଟି ହୋଇଥିଲା,ଗାଡି ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲେ ମଧ୍ୟ,ଗାଡି ର ଡ୍ରାଇଭର ,ହେଲ୍ପର ଓ ଫାର୍ମାସିସ୍ଟ ସୁରକ୍ଷିତ ଥିବା ଜଣାପଡିଛି।

related posts

Leave a Comment