Home Breaking News / ତାଜା ଖବର ଫୁଲବାଣୀ ଆଇ ଟି ଡି ଏ ପକ୍ଷରୁ ଏସ ଏଚ ଜି ମହିଳାଙ୍କୁ କୁକୁଡ଼ା ପାଳନ ତାଲିମ

ଫୁଲବାଣୀ ଆଇ ଟି ଡି ଏ ପକ୍ଷରୁ ଏସ ଏଚ ଜି ମହିଳାଙ୍କୁ କୁକୁଡ଼ା ପାଳନ ତାଲିମ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ଜ଼ିଲ୍ଲା ଫିରିଙ୍ଗିଆ ବ୍ଲକ ର ରତଙ୍ଗ ପଞ୍ଚାୟତ ର ମାଶ୍ରୀ ପଡ଼ା ଠାରେ କୁକୁଡ଼ା ପାଳନ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇ ଛି ! ଏହି କାର୍ଯ୍ୟକ୍ରମ କୁ ସମନ୍ନିତ ଆଦିବାସୀ ଉନୟନ ସଂସ୍ଥା, ଫୁଲବାଣୀପକ୍ଷରୁ ଆୟୋଜିତ କରାଜାଈ ଥିବା ବେଳେ ମୁଖ୍ୟ ଅତିଥିଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଲାଲନନ୍ଦl ପ୍ରଧାନ ଯୋଗ ଦେଇଥିଲେ lସେହିପରି ସମ୍ମାନିତ ଅତିଥି ଭାବେ ଫିରିଙ୍ଗିଆ ପଶୁ ସମ୍ପଦ ଅଧିକାରୀ ରଶ୍ମୀ ରଞ୍ଜନ ମହାପାତ୍ର, ଜୀବିକା ବିସେସଜ୍ଞ ବୈଦ୍ୟ ନାଥ ଖଟୁଆ, ଆଦିବାସୀ ଉନ୍ନୟନ ସଂସ୍ଥା ର ଦିବ୍ୟ ପଟ୍ଟନାୟକ, ଜନବିକାଶ ସଂଯୋଜକ ଛୋଟ ରାୟ ଦିଗାଲ, ଆଦିବାସୀ ଉନ୍ନୟନ ସଂସ୍ଥା ର ଗ୍ରାମ୍ୟ ସମ୍ପାଦକ ଗୋଲକ କହଁର, ଆଦିବାସୀ ଯୁବ ନେତା ବିରଞ୍ଚି ମଲ୍ଲିକ ପ୍ରମୁଖ ଯୋଗ ଦେଇକୁକୁଡ଼ା ପାଳନ ଏକ ଲାଭ ଜନକ ବ୍ୟବସାୟ ଏଣୁ ସ୍ୱୟଂ ସହାୟିକା ଗୋଷ୍ଠୀ ର ମହିଳା ମାନେ କୁକୁଡ଼ା ପାଳନ କଲେ ବେଶ ଲାଭ ବା ନ ହୋଇପାରିବେ ବୋଲି ମତ ଦେଇଥିଲେ l ଏହି ତାଲିମ କାର୍ଯ୍ୟକ୍ରମ ରେ 11ଟି ସ୍ୱୟଂ ସହାୟୀକା ଗୋଷ୍ଠୀକୁ କୁକୁଡ଼ା ଚାଷ ଉପରେ ତାଲିମ ପ୍ରଦାନ କରିବା ସହ କୁକୁଡ଼ା ଚିଆଁ, ଦାନା ଓ ଅନ୍ୟାନ୍ୟ ଜିନିଷ ପ୍ରଦାନ କରାଯାଇ ଥିଲା !

related posts

Leave a Comment