Home Breaking News / ତାଜା ଖବର ବାଇକ ଦୁର୍ଘଟଣା ନାବାଳକ ମୃତ, ଅନ୍ୟ ୨ ଜଣ ଆହତ

ବାଇକ ଦୁର୍ଘଟଣା ନାବାଳକ ମୃତ, ଅନ୍ୟ ୨ ଜଣ ଆହତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ 5/10(ସୁନୀଲ ପଟନାୟକ )- ଆଜି ଫୁଲବାଣୀର ଗୁଦାରି ଠାରେ ବୁଲାଣି ରାସ୍ତାରେ ଭାରସାମ୍ଯ ହରାଇ ନାଳ କୁ ଖସିଥିଲା ବାଇକ | ବାଇକ ରେ ଥିବା ୩ ଜଣ ନାବାଳକ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣଙ୍କୁ ଗୁରୁତର ଅବସ୍ତାରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି l
ସୂଚନାଯୋଗ୍ୟ ଯେ ଆଜି ସକାଳୁ ଫୁଲବାଣୀ ଠାରୁ ୩ ଜଣ ନାବାଳକ ଗୋଟିଏ ବାଇକ ରେ ଖଜୁରୀପଡ଼ା ଯାଉଥିବା ବେଳେ ଗୁଦାରୀନିକଟ ମଲ୍ଲିକ ସାହି ଠାରେ ବାଇକ ଭାରସାମ୍ଯ ହରାଇ ଦୁର୍ଘଟଣା ଘୋଟିଥିଲା | ଯାହା ଫଳରେ ବାଇକ ରେ ଥିବା ୩ ଜଣ ନାବାଳକ ମଧ୍ୟରୁ ଘଟଣା ସ୍ଥଳରେ ଜଣଙ୍କ ମୃତ୍ଯୁ ହୋଇଥିଲା | ଏହି ଘଟଣା ଜାଣିବା ପରେ ଗ୍ରାମବାସୀ ଘଟଣା ସ୍ଥଳରୁ ଦୁଇ ଜଣ ଆହତ ନାବାଳକ କୁ ଉଦ୍ଧାର କରିଥିଲେ | ଏବ୍ଂ ପୋଲିସ କୁ ଖବର୍ ଦେବା ସହ 108 ଆମ୍ବୁଲାନ୍ସ କୁ ଜଣାଇଥିଲେ | ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ମାନଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି | ମୃତକ ଜଣକ ହେଲେ ଅମ୍ବାଲାପଡା ର ଡି ଆଦର୍ଶ କୁମାର ବୋଲି ଜଣାପଡିଛି lଖଜୁରୀପଡା
ପୋଲିସ ଘଟଣା ର ତଦନ୍ତ କରୁଛି l

related posts

Leave a Comment