Home Breaking News / ତାଜା ଖବର ବାଇକ ଦୁର୍ଘଟଣା ଫୁଲବାଣୀ ବିଧାୟକ ଆହତ ସଦରମହକୁମା ଡାକ୍ତରଖାନାରେ ଭର୍ତ୍ତୀ

ବାଇକ ଦୁର୍ଘଟଣା ଫୁଲବାଣୀ ବିଧାୟକ ଆହତ ସଦରମହକୁମା ଡାକ୍ତରଖାନାରେ ଭର୍ତ୍ତୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲ ବାଣୀ୪/୧୦(ସୁନୀଲପଟନାୟକ) ସୋମବାର ଏକ ବାଇକ ଦୁର୍ଘଟଣାରେ ଫୁଲ ବାଣୀ ବିଧାୟକ ଅଙ୍ଗଦ କହଁର ଆହତ ହୋଇଛନ୍ତି। ତାଙ୍କର ହାତ ଓ ଗୋଡ଼ସାମାନ୍ୟ ଆଘାତ ଲାଗିଛି ।
ବିଧାୟକ ଅଙ୍ଗଦ କହଁର ବାଇକ ଯୋଗେ ନିଜ ଗ୍ରାମପକାରୀ ନିକଟରେ ଥିବା ମନ୍ଦିରକୁ ଦର୍ଶନ କରିବାକୁ ଯାଉଥିବାବେଳେ ସାମନା ପଟୁ ଏକ ବାଇକ ଆସି ପିଟି ଦେବା ଫଳରେ ସେ ବାଇକ ରୁ ଖସିପଡ଼ିବା ଫଳରେ ଆହତ ହୋଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ଫୁଲବାଣୀ ସଦର ମହକୁମା ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଥିଲା। ବର୍ତ୍ତମାନ ସେ ସୁସ୍ଥ ଥିବା ଡାକ୍ତର କହିଛନ୍ତି।

related posts

Leave a Comment