Home Breaking News / ତାଜା ଖବର ଗଞ୍ଜେଇ ବସ୍ତା ଧରି ରାସ୍ତାରେ ଛିଡ଼ାହୋଇଥିଲେ ପୋଲିସକୁ ଦେଖି ଧାଇଁଲେ, ୩ କୁଇଣ୍ଟାଲ ଗଞ୍ଜେଇ ଜବତ

ଗଞ୍ଜେଇ ବସ୍ତା ଧରି ରାସ୍ତାରେ ଛିଡ଼ାହୋଇଥିଲେ ପୋଲିସକୁ ଦେଖି ଧାଇଁଲେ, ୩ କୁଇଣ୍ଟାଲ ଗଞ୍ଜେଇ ଜବତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ-୩/୧୦(ସୁନୀଲପଟନାୟକ): କେଜିଏକି ଦୁଇ କେଜି ନୁହେଁ ୬ଟି ବଡ଼ ବଡ଼ ବସ୍ତାରେ ୩କୁଇଣ୍ଟାଲ ଗ6ଜଂ ଇଧରି ଖୁଲମଖୁଲା ନିର୍ଭୟରେ ରାସ୍ତା ଉପରେ ଛିଡ଼ାହୋଇଥିଲେ। ଗାଡି ଆସିଥାନ୍ତା ଆଉ ଚାଲାଣ ହୋଇଥାନ୍ତା। ହେଲେ ମୁ ହୁର୍ତ୍ତ କ ମଧ୍ୟରେ ସବୁ ଓଲଟପାଲଟ ହୋଇଗଲା। କୌଣସି ସୁତ୍ରରୁ ପକ୍କା ଖବର ପାଇ ପୋଲିସ ଗାଡି ପହଞ୍ଚିଗଲା ହେଲେ ପୋଲିସକୁ ଦେଖି ମାଫିଆ ଧାଇଁପଳାଇ ଥିବା ବେଳେ ପୋଲିସ୬ଟି ବସ୍ତାରେ ଥିବା ୩କୁଇଣ୍ଟାଲ୬ କେଜି ଗ6ଜଂ ଇଜବତ କରିଛି।
ଏଭଳି ଘଟଣା ଘଟିଛିକନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା ଅନ୍ତର୍ଗତ ସଲା ଗୁଡ଼ା ରାସ୍ତାରେ ।
ପୋଲିସ ଏନେଇ ୮୪/୨୦୨୧ରେ ମାମଲା ରୁଜୁ କରି ଦୁର୍ବୁର୍ତ୍ତ ମାନଙ୍କୁ ଖୋଜୁଛି । ତେ6ବଫେରାର ଥିବା ମାଫିଆମାନେ ପୋଲିସ ପଞ୍ଚାରୁ ଖସିପାରିବେନି ଅତି ଶିଘ୍ର ସମସ୍ତଙ୍କୁ ଗିରଫ କରାଯିବ ବୋଲି ଗୋଛାପଡ଼ା ଥାନା ଅଧିକାରୀ ରଣଜିତ କୁମାର ମୁନୀ କହିଛନ୍ତି ।
ଗୋଛାପଡ଼ା ଥାନା ଅଧିକାରୀ ମୁନୀ ଙ୍କ ନେତୃତ୍ଵରେ ଏକ ଟିମ ମାଫିଆଙ୍କୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି ।
ଥାନା ଅଧିକାରୀ ରଣଜିତ କୁମାର ମୁନୀ ଜଣେ ଦକ୍ଷ .ସଚ୍ଚୋଟ .ଓ କର୍ମଠ ପୋଲିସ ଅଧିକାରୀ ହୋଇଥିବାରୁ ଗୋଛାପଡ଼ା ଥାନା ଅଧିକାରୀ ଭାବେ ଗଲା କେଇ ମାସ ହେଲା ଦାୟୀତ୍ଵ ନେଇ ଥିଲେ ମଧ୍ୟ ଅଞ୍ଚଳରଗ6ଜଂ ଇ ମାଫିଆମାନଙ୍କୁ ସାବାଡ଼ କରିବା ସହ ଅସାମାଜିକ କାର୍ଯ୍ୟକଳାପ, ଚେ।ରୀ, ଡକାୟତୀ,ରାହାଜାନୀ, ରୋକିବାରେ ସମର୍ଥ ହୋଇଛନ୍ତି ଥାନା ଅଧିକାରୀ ମୁନି

related posts

Leave a Comment