Home Breaking News / ତାଜା ଖବର କୋର୍ଟ ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ

କୋର୍ଟ ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିଷମକଟକ(କମଳାକାନ୍ତ ବାତ୍ରା): ପବିତ୍ର ଗାନ୍ଦି ଜୟନ୍ତି ଏଵ° ସ୍ବାଧିନତା ର ୭୫ ତ୍ତମ ଅମୂତ ମହୋଛବ ପାଳନ ଅବସର ରେ ତାଲୁକ ଆଇନ ସେବା କମିଟି ବିଷମକଟକ ତରଫରୁ ସ୍ଥାନିୟ କୋର୍ଟ ପରିସର ରେ ଗାନ୍ଦି ଜୟନ୍ତି ପାଳନ କରାଯିବା ସହ ବିଷମକଟକ ଟାଉନ ସାରା ପ୍ରଭାତ ଫେରି କରାଯାଇ ରାଷ୍ଟ୍ରିୟ ଆଇନ ସେବା ପ୍ରାଧିକରଣ ନିୟମ ଦିଲ୍ଲି ଦ୍ବାରା ଆୟୋଜନ କରାଯାଇ ଥିବା ସାରା ଭାରତ ରେ ସମସ୍ତ ଙ୍କୁ ମାଗଣା ଆଇନ ସେବା ବିଷୟ ରେ ସଚେତନ କରିବାର ଅଭିଯାନ ଆଜି ଶୁଭାରାମ୍ବ ହେଇଥିଲା |
ଏହି ଅଭିଯାନ ରେ ସ୍ଥାନିୟ କୋର୍ଟ ର ବରିଷ୍ଟ ଦେବାନି ବିଚାର ପତି ତଥା ସରକାରି ଦୌରାଜଜ୍ ଶ୍ରୀମତି ସୁଷମା ସ୍ବାଇଁ ପ୍ରଥମ ଶ୍ରେଣି ଦଣ୍ଡ ବିଭାଗିୟ ଅଧିକାରି ଶ୍ରୀ କୁମାର ସ୍ପନ୍ଦନ ବାର ଆସୋସିଏସନ ର କର୍ମ କର୍ତା ମାନେ ଆଈନ ସେବା କମିଟି ର କର୍ମଚାରି ପାନେଲ ଲଏର୍ସ ପରାଲିଗାଲ ସେଛାସେବି ମାନେ ତଥା ସ୍ଥାନିୟ ନବିନ ବିକାଶ ଚରିଟେବୁଲ ଟ୍ରଷ୍ଟ ର ଅଧଖ୍ୟ ବାଳ ମୁକୁନ୍ଦ ପାଳ ଇତ୍ୟାଦି ଯୋଗଦାନ କରଥିଲେ ଏହି ଅଵସର ରେ ଜନସାଧାରଣ ଙ୍କୁ ମାଗଣା ଆଇନ ସେବା ବିଷୟ ରେ ସଚେତନ କରାଯାଇଥିଲା

related posts

Leave a Comment