Home Breaking News / ତାଜା ଖବର ଗାନ୍ଧୀ ଜୟନ୍ତୀରେ ଫିସଂ କ୍ୟାଟ ସୁରକ୍ଷା ପାଇଁ ସମାଜସେବୀଙ୍କ ବାର୍ତ୍ତା

ଗାନ୍ଧୀ ଜୟନ୍ତୀରେ ଫିସଂ କ୍ୟାଟ ସୁରକ୍ଷା ପାଇଁ ସମାଜସେବୀଙ୍କ ବାର୍ତ୍ତା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବ୍ରହ୍ମଗିରି(ଚିତ୍ତରଞ୍ଜନ): ପବିତ୍ର ଗାନ୍ଧି ଜୟନ୍ତି ଉପଲକ୍ଷେ ଆଜି ବ୍ରହ୍ମଗିରି ବ୍ଲକ ଚିଲିକା ନିକଟବର୍ତି କୁସୁବେଣ୍ଟି ପଞ୍ଚାୟତରେ ଫିସିଂ କ୍ୟାଟ ସୂରକ୍ଷା ସମ୍ବଧିୟ ସଚେତନତା ସୋଭାଯାତ୍ରା ଆୟୋଜିତ ହୋଇଜାଇଛି।ଏଥିରେ ୧୫୦ରୁ ଉର୍ଧ ସାଇକେଲ ଆରୋହି ଭାଗନେଇଥିବା ବେଳେ ସମଜାସେବି ରାଧାକାନ୍ତ ସାହୁଙ୍କ ସମେତ ସ୍ଥାନିୟ ଅଞ୍ଚଳର ବହୁ ବୁଧିଜିବି ଜୋଗଦେଇଥିବା ଦେଖିବାକୁ ମିଳିଥିଲା। ଚିଲିକା ଉର୍ଣ୍ଣୟନ କର୍ତୁପକ୍ଷଙ୍କ ଦ୍ବାରା ଗଠିତ ଫିସିଂକ୍ୟାଟ ପ୍ରୋଟେକ୍ସନ କମିଟି,ମାଁ କାଳିଜାୟୀ ଫିସିଂକ୍ୟାଟ ସୂରକ୍ଷା ସମିତି,ଚିଲିକା ଆଦ୍ରଭୁମି ସଂରକ୍ଷଣ ସମିତିଙ୍କ ଦ୍ବାରା ସୋଭାଜାତ୍ରା ଆୟଜିତ ହୋଇଥିବା ଦେଖିବାକୁ ମିଳିଛି। ଆଗାମି ଦିନରେ ଚିଲିକା ଉପକୂଳବର୍ତି ଅଞ୍ଚଳର ଲୋକମାନେ କିଭଳି ଫିସିଂକ୍ୟାଟର ସୂୂରକ୍ଷା କରିବେ ସେ ସମ୍ଫର୍କରେ ସଚେତନ କରାଜାଇଥିବା ସମାଜସେବି ରାଧାକାନ୍ତ ସାହୁ ଓ ଆଇନଜୀବୀ ରମାଶଙ୍କର ପାତ୍ର ପ୍ରତିକ୍ରିୟା ରଖିଛନ୍ତି।

related posts

Leave a Comment