Home Breaking News / ତାଜା ଖବର ଗାଡିଆପଡ଼ା ନାଳ ପାର ହେବା ବେଳେ ମହିଳା ଭାସିଗଲେ, ମୃତଦେହ ଉଦ୍ଧାର

ଗାଡିଆପଡ଼ା ନାଳ ପାର ହେବା ବେଳେ ମହିଳା ଭାସିଗଲେ, ମୃତଦେହ ଉଦ୍ଧାର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ -1/10(ସୁନୀଲ ପଟନାୟକ ): କନ୍ଧମାଳ ଜ଼ିଲ୍ଲା ଖଜୁରୀପଡା ଥାନା ଅନ୍ତର୍ଗତ ଗାଡ଼ିଆ ପଡ଼ା ନିକଟଏକ ନାଳ ରେ ଗୁରୁବାର ସନ୍ଧ୍ୟା ରେ ଭାସି ଯାଇଥିଲେ l ଆଜି ସକାଳୁ ମହିଳାଙ୍କ ମୃତଦେହ ଉଦ୍ଧାର,ହୋଇଛି l ମୃତକ ଜଣଙ୍କହେଲେ ଗାଡ଼ିଆ ପଡ଼ା ଗ୍ରାମର ସୁମିତ୍ରା ଜାନୀ ।
ସେ ଛେଳି ଚ ରାଇ ସନ୍ଧ୍ୟା ରେ ଫେରୁ ଥିବା ସମୟରେ ନାଳ ପାରି ହେଉଥିଲେlସେହିସମୟରେ ନାଳରେ ବନ୍ୟା ଜଳ ଆସିଯିବା ଫଳରେ ସୁମିତ୍ରା ପାଣି ସ୍ରୋତ ରେ ଭାସି ଯାଇଥିଲେ lଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳ ରେ ପହଂଚି ଖୋଜା ଖୋଜି କରିବାପରେ ମୃତ ଦେହ ମିଳିଥିଲା l
ଶବ ବ୍ୟବଛେଦ ପରେ ପରିବାର ଲୋକ କୁ ହସ୍ତାନ୍ତର କରାଯାଇଥିଲା l
ଖଜୁରୀପଡା ପୋଲିସ ଏକଅପମୃତ୍ୟୁ ମାମଲା ରୁଜ୍ଜୁ କରି ଥିବା ଜଣାପଡିଛି l
ମୃତକଙ୍କ ପରିବାର କୁ ତୁରନ୍ତ ଉପଯୁକ୍ତ କ୍ଷତି ପୂରଣ ଯୋଗାଇ ଦେବାକୁ ଦାବୀ ହେଉଛି l

related posts

Leave a Comment