Home Breaking News ଦୁଇଟି କାର ସହ ପିସ୍ତଲ ଓ ଅଫୁଟା ଗୁଳି ଜବତ, ୧ କୁଇଣ୍ଟାଲ ଗଞ୍ଜେଇ ସହ ୭ ଗିରଫ

ଦୁଇଟି କାର ସହ ପିସ୍ତଲ ଓ ଅଫୁଟା ଗୁଳି ଜବତ, ୧ କୁଇଣ୍ଟାଲ ଗଞ୍ଜେଇ ସହ ୭ ଗିରଫ

by Times One Odia
Share with
     
 
 
   

ଫୁଲବାଣୀ-୩୦/୯(ସୁନୀଲପଟନାୟକ): କନ୍ଧମାଳ ଜିଲ୍ଲାଫିରିଙ୍ଗିଆ ପୋଲିସ କୁ ମିଳିଛି ଆଉ ଏକ ବଡ଼ ସଫଳତା । ଫିରିଙ୍ଗଆଥ।ନା ଅଧିକାରୀ ପି.ଶ୍ୟାମସୁନ୍ଦରରା ଓଙ୍କ ଉପସ୍ଥିତ ବୁର୍ଦ୍ଧି ସାଙ୍ଗକୁ କାର୍ଯ୍ୟଦକ୍ଷତା ଓସମୟୋଚିତ ପଦ6କ୍ଷପ ଆଣିଦେଇଛି ଏତେ ବଡ଼ ସଫଳତା । କୌଣସି ସୁତ୍ରରୁ ଖବର ପାଇ କନ୍ଧମାଳ ଏସପି ଭିନିତ ଅଗ୍ରୱ।ଲଙ୍କ ନିର୍ଦ୍ଦେଶକ୍ରମେ
ଫିରିଙ୍ଗିଆ ଥାନା ଅଧିକାରୀ ପିଶ୍ୟାମସୁନ୍ଦରରାଓଙ୍କ ନେତୃତ୍ଵରେ ଅତିରିକ୍ତ ଥାନା ଅଧିକାରୀ ପ୍ରଦୀପ କୁମାର ରାଉଳଙ୍କ ସହ ଏକ ସ୍ଵତନ୍ତ୍ର ଟିମ ଫିରିଙ୍ଗିଆ କୁଡୁକି ଘାଟିରେ ସତର୍କତାର ସହ ଲୁଚିରହି ଜୀବନକୁ ବାଜି ଲଗାଇ ସମାନ ସମୟରେ ଦୁଇଟି
ଗ 6ଜଂ ଇ ଭର୍ତ୍ତୀ କାର ଜବତ କରିବା ସହ ସେଥିରୁ ୧ କୁଇଣ୍ଟାଲ ଗ6 ଜଂ ଇସ ହ ଗୋଟିଏ ଦେଶୀ ପିସ୍ତଲ,୨ଟି ଅଫୁଟା ଗୁଳି, ନଗଦ ୨୭ ହଜାର ଟଙ୍କା, ୫ଟି ମୋବାଇଲ ଫୋନ,ସହ ୭ଜଣ ଅଭିଯୁକ୍ତ କୁ ଗିରଫ କରିବାରେ ସଫଳ ହୋଇଥିଲା ଫିରିଙ୍ଗିଆ ପୋଲିସ । ଗିରଫ ବ୍ୟକ୍ତିମାନେ ହେଲେ ବିହାର ହତୋ ସ ଜିଲ୍ଲା ସାରାମନଗର ଥାନା ଅଞ୍ଚଳର ହିରାଲାଲ କାହାର, ଓ ଉତ୍ତରପ୍ରଦେଶ ରଜଣେ ନାବାଳକ ସମେତ ଶ୍ରୀଚନ୍ଦନ କ ହଁର, ଲଳିତ ଡିଗଲ, ଯୁଗଳକହର, ହେମନ୍ତ ଡ଼ିଗଲ ମିଲନ ସାହାଣୀ, ଦଣ୍ଡପାଣି ଦିଗ ଲ ବୋଲି ଏସଡିପିଓ ମହେନ୍ଦ୍ରନାଥ ମୁର୍ମୁ କହିଛନ୍ତି ।
ଫିରିଙ୍ଗିଆ ପୋଲିସ ୧୨୩/୨୧ ଧାରା ୨୦ (ବି) (ସି)୨୯ ଏନଡିପିଏସ .୨୫ଆରମସ ଏକ୍ ଟରେ ଗିରଫ କରି ଗୁରୁ ବାରକୋର୍ଟଚାଲାଣ କରିଥିବା କଥା ଥାନା ଅଧିକାରୀ ରାଓ କହିଛନ୍ତି ।
ତେବେ ଥାନା ଅଧିକାରୀ ଶ୍ରୀ ରା ଓ ନିଷ୍ଠା ଓ ଆନ୍ତରିକତା ର ସହ ବେଶ ଦକ୍ଷତା ପ୍ରଦର୍ଶନ କରି ଫିରିଙ୍ଗିଆ ଅଞ୍ଚଳରେ ବିପୁଳ ପରିମାଣରଗ6ଜଂ ଇଜବତ କରିବା ସହ ମାଫିଆମାନଙ୍କୁ ସାବାଡ କରୁଥିବାରୁ ଫିରିଙ୍ଗିଆ ଅଞ୍ଚଳ ସମେତ ଜିଲ୍ଲାର ଜନସାଧାରଣ ।ବୃଦ୍ଧିଜିବୀ .ସମାଜ ସେବୀ ପ୍ରମୁଖ ଭୁୟସୀ
ପ୍ରସ ସାଂ ମଧ୍ୟ କରିଛନ୍ତି। କେବଳ
ଗ6ଜଂ ଇ ମାଫିଆମାନଙ୍କୁ ସାବାଡ଼ କରୁନାହିଁନ୍ତି, ଅନ୍ୟ ଚୋରୀ ,ଡକାୟତୀ, ଓ ଅସାମାଜିକ କାର୍ଯ୍ୟକଳାପରେ ସାମିଲ ଥିବା ବ୍ୟକ୍ତିଙ୍କୁ ମଧ୍ୟ ସାବାଡ଼ କରିବା ଫଳରେ ଅଞ୍ଚଳରେ ଅପରାଧ ସଂଖ୍ୟା କମିଯାଇଥିବା ଜଣା ପଡିଛି ।

related posts

Leave a Comment