Home Breaking News / ତାଜା ଖବର ରାଇକିଆ ବଜ଼ାରରେ ଅଗ୍ନିକାଣ୍ଡ

ରାଇକିଆ ବଜ଼ାରରେ ଅଗ୍ନିକାଣ୍ଡ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ଜ଼ିଲ୍ଲା ରାଇକିଆ ବଜ଼ାର ରେ ଗୁରୁବାର ଅଗ୍ନିକାଣ୍ଡ ଘଟି ଦୋକାନ ଘର ଜ଼ଳି ଗଲା l
ଫଳରେ ଦୋକାନ ରେ ଥିବା ସବୁ ଜିନିଷ ପତ୍ର ପୋଡି ପାଉଁଶ ହୋଇ ଯାଇଥିଲା lସର୍ଟ ସର୍କିଟ ଯୋଙ୍ଗୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି l
ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳ ରେ ପହଂଚି ନିଆଁ ଲିଭାଇବାକୁ ଚେଷ୍ଟା କରୁଥିବା ବେଳେ ପାଣି ସରିଯିବା ଫଳରେ
ଅଧାରେ ଲିଭାଇବା କାମ ରହିଯାଇଥିଲା l
ଫଳରେ ଜନ ଅସନ୍ତୋଷ ବଢି ଯାଇଥିଲା l
ବଜ଼ାର ରେ ଅଗ୍ନିକାଣ୍ଡ ଘଟିବା ରୁ ଅନ୍ୟ ବ୍ୟ ବସାୟୀ ମାନେଭୟଭୀତ ହୋଇ ପଡ଼ିଥିଲେ

related posts

Leave a Comment