Home Breaking News / ତାଜା ଖବର ଭଟାରିକାଙ୍କ ଷୋଡଶ ଉପଚାର ପୂଜା ଆରମ୍ଭ, ଏନେଇ ବିଧାୟକ ଦେବୀ ମିଶ୍ରଙ୍କ ସମ୍ପୂର୍ଣ୍ଣ ସହଯୋଗ

ଭଟାରିକାଙ୍କ ଷୋଡଶ ଉପଚାର ପୂଜା ଆରମ୍ଭ, ଏନେଇ ବିଧାୟକ ଦେବୀ ମିଶ୍ରଙ୍କ ସମ୍ପୂର୍ଣ୍ଣ ସହଯୋଗ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଡମ୍ବା(ଶକ୍ତି ସ୍ୱର ରଣା): କଟକ ଜିଲ୍ଲାର ବଡମ୍ବା ବ୍ଲକ ଅନ୍ତର୍ଗତ ମା ଭଟାରିକା ଙ୍କ ଷୋଡଶ ଉପଚାର ପୂଜା ଆରମ୍ଭ ହୋଇଛି ମା ଙ୍କର ଏହି ପୂଜା 16 ଦିନ ଧରି ଚାଲିବ ଆଜି ମା ଙ୍କ ର ଏହି ପୂଜା ଅବସର ରେ ବଡମ୍ବା ବିଧାୟକ ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର ମା ଙ୍କ ପୀଠରେ ମା ଙ୍କୁ ଦର୍ଶନ କରିଥିଲେ ଓ ତାପରେ ମା ଙ୍କ ମୁଖଶାଳା ସମ୍ମୁଖରେ ଥିବା ହାଇମାକ୍ସ ଲାଇଟି ଖରାପ ହୋଇଯାଇଥିଲା କିଛି ଦିନ ତଳେ ମା ଙ୍କର ପୂଜା ଲାଗି ଏକ ବୈଠକ ମା ଙ୍କ ପୀଠରେ ଅନୁଷ୍ଠିତ ହୋଇଥିଲା ଏହି ବୈଠକ ରେ କିଭଳି ଆଗାମୀ ପୂଜା ପୂର୍ବରୁ ହାଇମାକ୍ସ ଲାଇଟି ଲାଗିବ ସେ ବିଷୟରେ କମିଟି ତରଫରୁ ବିଧାୟକ ଶ୍ରୀ ମିଶ୍ର ଙ୍କୁ ଭଟାରିକା ଆଞ୍ଚଳିକ ପୂଜା କମିଟି ଓ ଗ୍ରାମ ବାସୀ ଅନୁରୋଧ କରିଥିଲେ
ଆଜି ନିଜେ ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ର ନିଜେ ଉପସ୍ଥିତ ରହି ହାଇମାକ୍ସ ଲାଇଟି କୁ ଲଗାଇଥିଲେ
ତେଣୁ ଭଟାରିକା ଆଞ୍ଚଳିକ କମିଟି ତରଫରୁ ବିଧାୟକ ଶ୍ରୀ ମିଶ୍ର ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ଏବଂ ବିଧାୟକ ଶ୍ରୀ ମିଶ୍ର କହିଛନ୍ତି ଯେ ଆଉ 10 ଦିନ ଭିତରେ ମା ଙ୍କ ପୀଠ ସମ୍ମୁଖରେ ଥିବା ପାର୍କ ରେ ସେଲ୍ଫି ପଏଣ୍ଟ ଓ ପିଲାମାନଙ୍କ ପାଇଁ ଛୋଟ ମିନି ଟ୍ରେନେ ଓ ଅନ୍ୟାନ୍ୟ ଜିନିଷ ଯଥା ଶୀଘ୍ର କରାଯିବ ବୋଲି ବିଧାୟକ କହିଥିଲେ ବିଧାୟକ ଙ୍କ ଏଭଳି କାଯ୍ୟ କୁ ଗ୍ରାମ ବାସୀ ପ୍ରଶଂସା କରୁଛନ୍ତି

related posts

Leave a Comment