Home Breaking News / ତାଜା ଖବର ୨୨ କେଜି ଗଂଜେଇ ଜବତ, ୨ ଗିରଫ

୨୨ କେଜି ଗଂଜେଇ ଜବତ, ୨ ଗିରଫ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ -28/9(ସୁନୀଲ ପଟନାୟକ): କନ୍ଧମାଳ ଜିଲା ରାଣୀପଥର ଘାଟିରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରା ଯାଇ ଗୋଟିଏ ବୋଲେରୋ ସହ 22 କେଜି ଗଞ୍ଜେଇ ଜବତକରାଯାଇଛି ।
ଏହି ଘଟଣାରେ ଗାଡି ଚାଳକ ସହ ଦୁଇ ଜଣକୁ ଗିରଫ କରାଯାଇଥିବା କହିଛନ୍ତି ଅବକାରୀ ଇନ୍ସେପେକେଟର ସୁରେଶ ଚନ୍ଦ୍ର ତାଣ୍ଡି।
ଅଭିଯୁକ୍ତ ମାନେହେଲେ ସୁନ୍ଦରଗଡ ଲେଫ୍ରିପଡ଼ା ର ଲକ୍ଷଣ ଯାଦବ ଓ ଲକ୍ଷଣ ମହାକୁଡ଼ ଵୋଲି ଅବକାରୀ ବିଭାଗ କହିଛି l
କନ୍ଧମାଳ ଜିଲ୍ଲାରୁ ରାଉରକେଲା ଅଞ୍ଚଳକୁ ଏହି ସବୁ ଗଞ୍ଜେଇଚୋରା ଚାଲାଣ ହେଉଥିବା ଜଣାପଡିଛି।

related posts

Leave a Comment