Home ଖେଳ ଟେଷ୍ଟ କ୍ରିକେଟରୁ ଇଂଲଣ୍ଡ ଅଲରାଉଣ୍ଡର ମୋଇନ ଅଲିଙ୍କ ଅବସର ଘୋଷଣା

ଟେଷ୍ଟ କ୍ରିକେଟରୁ ଇଂଲଣ୍ଡ ଅଲରାଉଣ୍ଡର ମୋଇନ ଅଲିଙ୍କ ଅବସର ଘୋଷଣା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଟେଷ୍ଟ କ୍ରିକେଟରୁ ଇଂଲଣ୍ଡର ଅଲରାଉଣ୍ଡର ମୋଇନ ଅଲି ଅବସର ଘୋଷଣା କରିଛନ୍ତି । ୩୪ ବର୍ଷୀୟ ଇଂଲଣ୍ଡ କ୍ରିକେଟର ଟେଷ୍ଟ କ୍ରିକେଟରୁ ଅବସର ନେଉଥିବା ନେଇ ଇଂଲଣ୍ଡ କ୍ରିକେଟ ବୋର୍ଡକୁ ଜଣାଇଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ମୋଇନ ଅଲୀ ଆଗକୁ ଦିନିକିଆ ଓ ଟି ୨୦ କ୍ରିକେଟ ଖେଳ ଜାରି ରଖିବେ ବୋଲି ସ୍ପଷ୍ଟ କରିଛନ୍ତି ।
୨୦୧୪ ମସିହାରେ ଶ୍ରୀଲଙ୍କା ବିପକ୍ଷରେ ଇଂଲଣ୍ଡ ଦଳରେ ଜଣେ ସ୍ପିନ ଅଲରାଉଣ୍ଡର ଭାବରେ ଡେବ୍ୟୁ କରିଥିଲେ । ଇଂଲଣ୍ଡ ପକ୍ଷରୁ ମୋଇନ ଅଲୀ ୬୪ ଟେଷ୍ଟ ରୁ ୨୯୧୪ ରନ୍ ସ୍କୋର କରିବା ସହ ୧୯୫ଟି ଉଇକେଟ ଦଖଲ କରିଛନ୍ତି ।

related posts

Leave a Comment