Home Breaking News / ତାଜା ଖବର ବାତ୍ୟାଗୁଲାବ ଆଶଙ୍କା ନେଇ କନ୍ଧମାଳ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି, ରବିବାର ସଂଧ୍ୟାରେ ଗୁଲାବ ସ୍ଥଳ ଭାଗ ଛୁଇଁବ

ବାତ୍ୟାଗୁଲାବ ଆଶଙ୍କା ନେଇ କନ୍ଧମାଳ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି, ରବିବାର ସଂଧ୍ୟାରେ ଗୁଲାବ ସ୍ଥଳ ଭାଗ ଛୁଇଁବ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ସମ୍ଭାବ୍ୟ ବାତ୍ୟା ଗୁଲାବ ପ୍ରଭାବରେ ପ୍ରବଳ ବର୍ଷା ଓ ବାତ୍ୟ । ଆଶଙ୍କା ସୃଷ୍ଟିକୁ ନେଇ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁବ୍ୟାପକ ପ୍ରସ୍ତୁତି କରାଯାଇଛି । ରବିବାର ସଂଧ୍ୟାରେଗୁଲ।ବ ସ୍ଥଳଭାଗ ଛୁଇଁବ ଫଳରେ ଏହାର ଭାବରେ ଫୁଲବାଣୀ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିବା ସହ ଝିପଝିପ ବର୍ଷା ମଧ୍ୟ ହେଉଥିବା ଖବର ମିଳିଛି । ରବିବାରଓ ସୋମବାରକ ଦୁଇଦିନ ଧରି ଗୁଲାବ ପ୍ରଭାବରେ କନ୍ଧମାଳ ଜିଲା ପ୍ରଭାବିତ ହେବ।ନେଇ ପାଣି ପାଗ ବିଭାଗର ଜିଲ୍ଲାକୁ ରେ ଡ଼
ୱ।ର୍ଣ୍ଣି ଜାରୀ କରି ସତର୍କ ସୁଚନା ଜାରି କରିଥିବା ରୁ ଜିଲ୍ଲା ପ୍ରଶାସନ ବାତ୍ୟା ମୁକାବିଲା ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରିଛି ।ଜିରେ । କାଜୁଆଲ ଟି ଉପରେ ଗୁରୁତ୍ଵ ଦେଉଛି ପ୍ରଶାସନା

ଜିଲ୍ଲା ସଦରମହକୁମା ସମେତ ପ୍ରତିବ୍ଲକ ସ୍ତରରେ କଣ୍ଡ୍ରୋଲ ରୁମଗୁଡିକ ଖୋଲା ଯାଇ ବାତ୍ୟା ଉପରେ ସତର୍କ ଦୃଷ୍ଟି ରଖାଯିବା ସହ ବିଭିନ୍ନ ଅଞ୍ଚଳରେସ୍କୁଲଗୁଡିକୁ ବାତ୍ୟା ଆଶ୍ରୟ ସୁଳୀ ଭାବେ ଚିହ୍ନଟ କରାଯାଇଛି ।
ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲାର ୭୮ ଜଣ ଗର୍ଭବତୀ ମହିଳାଙ୍କୁ ନିକଟସ୍ଥ ମାଗୃହକୁ ସ୍ଥାନ।ନ୍ତର କରିଛି ପ୍ରଶାସନ।
ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରରେ କର୍ମଚାରୀ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ସେଠାରେ ଆଶ୍ରୟ ନେଇଥିବା ଲୋକଙ୍କୁ ସେହି ସେଣ୍ଟରରେ ଫ୍ରି କିଚେନ ବ୍ୟବସ୍ଥା ସହ ସ୍ୱାସ୍ଥ୍ୟ ପରୀକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଥିବା ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।

related posts

Leave a Comment