Home Breaking News / ତାଜା ଖବର ବାତ୍ୟା ଗୁଲାବରେ ତମ୍ବୁ ଟାଣି ରହିଥିବା ଯାଯାବରଙ୍କୁ ପ୍ରଶାସନର ଅଣଦେଖା ଅଭିଯୋଗ

ବାତ୍ୟା ଗୁଲାବରେ ତମ୍ବୁ ଟାଣି ରହିଥିବା ଯାଯାବରଙ୍କୁ ପ୍ରଶାସନର ଅଣଦେଖା ଅଭିଯୋଗ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ ): ବାତ୍ୟା ଗୁଲାବ ପ୍ରଭାବରେ ହେବାକୁ ପ୍ରବଳ ବର୍ଷା ଓ ବାତ୍ୟା ରେ ଜିଲା ପ୍ରଶାସନ ପକ୍ଷରୁ ବିଭିନ ତଳିଆ ଅଂଚଳରୁ 2966 ଜଣ ଲୋକଙ୍କୁଏଯାବତ ସ୍ଥାନାନ୍ତରିତ କରାଯାଇ ବିଭିନ୍ୟ ସ୍କୁଲ ଓ ପଂଚାୟତ ରେ ରଖାଯାଇଥିବାବେଳେ ଫୁଲବାଣୀ ନିକଟସ୍ଥ ଲେଙ୍ଗାରିସହି ନି କଟରେ ତମ୍ବୁ ପକାଇ ୮ ଟି ଯାଯାବର ପରିବାର ଛୋଟ ଛୋଟ ପିଲା ଛୁଆକୁ ଧରି ରହୁଥିବା ବେଳେ ବାତ୍ୟା ଓ ବର୍ଷl ବାବଦରେ ନ ତାଙ୍କୁ ସତର୍କ କରାଯାଇଛି ନ ତାଙ୍କୁ ସେହି ସ୍ଥାନରୁ ସୁରକ୍ଷିତ ସ୍ଥାନକୁ ନିଆ ଯାଇଛି। ଯଦି ରାତିରେ ପୂର୍ବ ସୂଚନା ଅନୁସାରେ ପ୍ରବଳ ବର୍ଷା ସହିତ ବାତ୍ୟା ହୁଏ ତାହାହେଲେ ଏହି ଯାଯାବର ପରିବାରରତିରିଶ ଜଣ ସଦସ୍ୟ ଙ୍କ ଜୀବନ ବିପଦରେ ପଡିପାରେ, ଯାହାକୁ ଜିଲା ପ୍ରଶାସନ ଅଣଦେଖା କରିଛି। ତୁରନ୍ତ ଏହି୮ ଟି ପରିବାରକୁ ସୁରକ୍ଷିତ ସ୍ଥାନ କୁ ନେବାକୁ ପ୍ରଶାସନ ପଦକ୍ଷେପ ନେବା ଜରୁରୀ ହୋଇପଡିଛି।

related posts

Leave a Comment