Home Breaking News / ତାଜା ଖବର ଫୁଲବାଣୀ ନଗର ବିଜେଡି ଯୁବ ସଂଗଠନକୁ କ୍ରିୟାଶୀଳ କରିବାଲାଗି ନୂତନ କର୍ମକର୍ତା ମନୋନୀତ

ଫୁଲବାଣୀ ନଗର ବିଜେଡି ଯୁବ ସଂଗଠନକୁ କ୍ରିୟାଶୀଳ କରିବାଲାଗି ନୂତନ କର୍ମକର୍ତା ମନୋନୀତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ-୨୬/୯(ସୁନୀଲପଟନାୟକ): ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖିଫୁଲବାଣୀନଗର ଯୁବବିଜେଡି ସଂଗଠନକୁ ଅଧିକ ଶକ୍ତିଶାଳୀ ଓ କ୍ରୀୟା ଶିଳ କରିବାପାଇଁ ନୂତନ କର୍ମକର୍ତ୍ତା ମନୋନୀତ କରାଯାଇଛି । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜୁ ଜନତା ଦଳର ସାଧାରଣ ସଂପାଦକ ପ୍ରଣବ ବଳବନ୍ତରାଏ, ବିଜୁ ଯୁବଜନତା ଦଳର ରାଜ୍ୟ ସଭାପତି ବ୍ୟୋମକେଶରାଏ,କନ୍ଧମାଳ ପର୍ଯ୍ୟବେକ୍ଷକ ତଥା ବରୀଷ୍ଠ ପ୍ରତାପ ଜେନା’ ସାଂସଦ ଡଃ ଅଚ୍ଯୁତ ସାମନ୍ତ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଜିଲ୍ଲା ବିଜେଡି ସଭାପତି ସରୋଜ କର୍ଣ୍ଣ, ଙ୍କ ସୁଚିନ୍ତିତ ପରାମର୍ଶ ଓ ଜିଲ୍ଲା ବିଜୁ ଜନତା ଦଳ ଯୁବସଭାପତି ବିଷ୍ଣୁଚରଣ ମଲିକଙ୍କ ଅଧ୍ୟକ୍ଷତା
ରେ ନଗର ଯୁବସଭାପତି ପାର୍ଥ ସାରଥି ବିଶ୍ୱାଳଙ୍କ ସହମତିରେ ଫୁଲବାଣୀ ପୌରପରିଷଦ ନଗର ଯୁବ ବିଜୁ ଜନତା ଦଳ ପାଇଁ ୫ ଜଣ ଉପସଭାପତି ସବିର ହୁସେନ, ପ୍ରଶାନ୍ତ ମହାନ୍ତି, ମୃତ୍ୟୁଞୟପାତ୍ର, ରବୀନ୍ଦ୍ର ସଡ଼ଙ୍ଗୀ, ମହ ମଦ୍ଦସାହାବୁଦ୍ଦିନଙ୍କୁ ମନୋନୀତ କରାଯାଇଥିବାବେଳେ ସାଧାରଣ ସଂପାଦକ ୭ଜଣ ହେଲେ ଚିନ୍ମୟ ସାହୁ, ଟୁକୁମହାପାତ୍ର, ସନ୍ତେ।ଷ ବେହେରା ,ବିଭୁତି ଭୁଷଣ ସିଂ ସାମନ୍ତ, କଲ୍ୟାଣି ସାହୁ, ସୁବ୍ରମନ୍ୟ ମପାତ୍ର. ଶିବାଜୀ ମହାନ୍ତି, ମନୋନୀତ ହୋଇଛନ୍ତି ।
ସେହିପରି ସଂପାଦକ ଭାବେ ୧୦ଜଣ ହେଲେ ଆଶିଷ ମହାନ୍ତି, ଯୋଶ ବନ୍ତ ଡିଗଲ, ବିରୁପାକ୍ଷ୍ନ
ପ୍ରଧାନ, ଶିବନାଏକ,ଅର୍ଭିମନ୍ୟୁମହାନ୍ତି.ସୁଦେଶୀ ବେହେରା, ସଶାଙ୍ଗ ପାତ୍ର, ପ୍ରତାପ ବେହେରା, ପ୍ରଶାନ୍ତ ଜେନା, ସତ୍ୟନାରାୟଣଦୋରା ।
ସେହିପରି ପୌରଅଞ୍ଚଳର ଡିଜିଟାଲ ସେକ୍ରେଟେରିସ ହେଡ଼ ଭାବେ ନିର୍ମାଲ୍ୟ କୁମାର ହଁସକୁ ନିଯୁକ୍ତି ଦିଆଯାଇଥିବାବେଳେ ୧୩ଟି ୱ।ର୍ଡ ଲାଗି ୧୩ ଜଣ ପ୍ରେସିଡେଣ୍ଟ ଓ ୧୩ଜଣସେକ୍ରେଟେରୀଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଥିବା କଥା ସଭାପତି ପାର୍ଥସାରଥି ବିଶ୍ୱାଳ କହିଛନ୍ତି।

related posts

Leave a Comment