Home Breaking News ରାଜସ୍ଥାନକୁ ୩୩ ରନରେ ହରାଇଲା ଦିଲ୍ଲୀ କ୍ୟାପିଟାଲସ, ୧୬ ଅଙ୍କ ସହ ପଏଂଟ ଟେବୁଲ ଶୀର୍ଷରେ ଦିଲ୍ଲୀ

ରାଜସ୍ଥାନକୁ ୩୩ ରନରେ ହରାଇଲା ଦିଲ୍ଲୀ କ୍ୟାପିଟାଲସ, ୧୬ ଅଙ୍କ ସହ ପଏଂଟ ଟେବୁଲ ଶୀର୍ଷରେ ଦିଲ୍ଲୀ

by Times One Odia
Share with
     
 
 
   

ଇଣ୍ଡିଆନ ପ୍ରିମିୟର ଲିଗରେ ଆଉ ଏକ ରୋମାଂଚକର ମୁକାବିଲା । ରାଜସ୍ଥାନ ରୟାଲକୁ ୩୩ ରନରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲସ । ଏହା ସହିତ ୧୦ ମ୍ୟାଚରୁ ୧୬ ପଏଂଟ ହାସଲ କରି ପଏଂଟ ଟେବୁଲ ଶୀର୍ଷକୁ ଉଠିଛି । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲସ ନିର୍ଧାରିତ ୨୦ ଓଭରରେ ୬ୱିକେଟ ହରାଇ ୧୫୪ ରନ୍ ସ୍କୋର କରିଥିଲା । ୧୫୫ ରନକୁ ପିଛା କରି ରାଜସ୍ଥାନ ରୟାଲସ ୬ ୱିକେଟରେ ୧୨୧ ରନ୍ କରି ପାରିଥିଲା । ରାଜସ୍ଥାନ ପକ୍ଷରୁ ସର୍ବାଧିକ ୭୦ ରନ୍ କରିଥିଲେ ମଧ୍ୟ ଦଳକୁ ବିଜୟ ଦେଇ ପାରିନଥିଲେ ।

related posts

Leave a Comment