Home Breaking News ବଲାଙ୍ଗୀର ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ବଣ୍ଟନ

ବଲାଙ୍ଗୀର ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ବଣ୍ଟନ

by Times One Odia
Share with
     
 
 
   

ବଲାଙ୍ଗୀର(ଜଗଜୀବନ ଛୁରା): ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ସମସ୍ତ ବ୍ଲକ ର ଗ୍ରାମ ପଂଚାୟତ ତଥା ବିଦ୍ୟାଳୟ ମାନଙ୍କରେ କ୍ୟାମ୍ପ ମାଧ୍ୟମରେ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଙ୍କ ନୂତନ ଯୋଜନା ର ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା କାର୍ଡ ନିଜେ ମୁଖ୍ୟ ମନ୍ତ୍ରୀ ଉଦଘାଟନ କରି, ବିଭିନ୍ନ ପଂଚାୟତ କୁ ବା କ୍ୟାମ୍ପ ମାଧ୍ୟମ ରେ ନିଜ ବରିଷ୍ଠ ମନ୍ତ୍ରୀ ମାନଙ୍କମାଧ୍ୟମରେ ଯୋଜନା କୁ ଆହୁରି ସଫଳ କରିବାକୁ ସିଧା ସଳଖ ଭାବରେ ଲୋକଙ୍କୁ ବଣ୍ଟନ କରିବା ଦୃଶ୍ୟ, ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଅଲଣ୍ଡା ଗ୍ରାମ ପଂଚାୟତ, ଝରିଆଲ ଗ୍ରାମ ପଂଚାୟତ, ତଥା ଠେମେରା ଗ୍ରାମ ପଂଚାୟତ ରେ ମାନ୍ୟବର ମନ୍ତ୍ରୀ ଶ୍ରୀ ଯୁକ୍ତ ଦିବ୍ୟ ଶଙ୍କର ମିଶ୍ର, ଗୃହ ମନ୍ତ୍ରୀ, ନିଜ ସ୍ଵ ହସ୍ତରେ ବଣ୍ଟନ କରିଛନ୍ତି, ଏଥିରେ ସହଯୋଗ କରିଛନ୍ତି ଗ୍ରାମ ପଂଚାୟତ ର ସମସ୍ତ ସରପଞ୍ଚ, peo, grs, ଅଙ୍ଗନବାଡି, ଆଶା, mbk, ତଥା ଶିକ୍ଷକ ଏବଂ କିଛି ବ୍ଲକ ର କର୍ମ କର୍ତା ଗଣ, ଉକ୍ତ bsky ଯୋଜନା ମାଧ୍ୟମରେ ଲୋକମାନେ ସରକାରୀ ତଥା ଘରୋଇ ଚିକିତ୍ସା ଲୟରେ ଲୋକମାନେ ବିଭିନ୍ନ ରୋଗର ଚିକିତ୍ସା କାର୍ଡ ମାଧ୍ୟମରେ ନିଃଶୁକ୍ଳ ପୁରୁଷ କୁ, ପାଞ୍ଚ ଲଖ୍ୟ ପର୍ଯ୍ୟନ୍ତ ଓ ମହିଳା ମାନଙ୍କୁ ଦଶ ଲକ୍ଷ୍ୟ ପର୍ଯ୍ୟନ୍ତ ଖର୍ଚ ର ରୋଗ ଚିକିତ୍ସିତ ହୋଇପାରିବେ, ସରକାରଙ୍କ ଏହି ଯୋଜନା ଆଗକୁ କିପରି ଲୋକମାନଙ୍କ ହିତରେ ଲାଗୁଛି ତାହା ସମୟ କହିବ

related posts

Leave a Comment