Share with
ଫୁଲବାଣୀ-୨୫/୯(ସୁନୀଲପଟନାୟକ) ଫିରିଙ୍ଗିଆ ପୋଲିସକୁ ମିଳିଛି ଆଉ ଏକ ସଫଳତା । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ କୌଣସି ସୁତ୍ରରୁ ଖବର ପାଇ କୁଲି ଆକୁଟି ଗ୍ରାମରେ ଅତର୍କିତ ଚଢାଉ କରି କୁଇଣ୍ଟାଲ ୫କେଜି ଚୋରା ଗ6ଜଂ ଇ ଜବତ କରିବା ସହ ଏ ସଂକ୍ରାନ୍ତରେ ଜଣେ ନାବାଳକ ସମେତ ଛଅଜଣ କୁ ଗିରଫ କରିଛି ।
ବାହାରକୁ ଚାଲାଣ କରିବାକୁ ଏ ସବୁ
ଗ୍6 ଜଂ ଇ ଗଛିତ ରଖିଥିବା ନେଇ ଫିରିଙ୍ଗିଆ ଥାନା ଅଧିକାରୀ ଏସଶ୍ୟାମସୁନ୍ଦରରା ଓ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ରବି ଚନ୍ଦ୍ର କହର, ଶ୍ରବଣ କହର ନିରାକାର କହର, ପର୍ଶୁରାମ କହର, କବିରାଜ କହର, ବୋଲି ପୋଲିସ କହିଛି । ଫିରିଙ୍ଗିଆ ପୋଲିସ ଏନେଇ ୧୧୯ । ୨୧ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।
ଫିରିଙ୍ଗିଆ ଥାନା ଅଧିକାରୀ ଏସ.ଏସରା ଓଙ୍କ ନିଷ୍ଠାପର ଉଦ୍ୟମ,କାର୍ଯ୍ୟଦକ୍ଷତା ଓ ବିଶେଷ କୌଶଳ ଯୋଗୁ ଗ6ଜଂ ଇ ଚୋରାଚାଲାଣ ରୋକାଯାଇ ପାରିଥିବା ଦେଖାଯାଇଛି । ଥାନା ଅଧିକାରୀ ରାଓଙ୍କ ଉଦ୍ୟମକୁ ସାଧାରଣରେ ବେଶ ପ୍ରସଂସା କରିଛନ୍ତି ସ୍ଥାନୀୟ ବୁଦ୍ଧିଜିବୀ ।