Home Breaking News / ତାଜା ଖବର ଜିଲ୍ଲପାଳ ବିଷମକଟକ ପଞ୍ଚାୟତ ସମିତିର ଡାଲିଆକୁଜି ପଞ୍ଚାୟତ ଗସ୍ତ

ଜିଲ୍ଲପାଳ ବିଷମକଟକ ପଞ୍ଚାୟତ ସମିତିର ଡାଲିଆକୁଜି ପଞ୍ଚାୟତ ଗସ୍ତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିଷମକଟକ(କମଳାକାନ୍ତ ବାତ୍ରା): ସ୍ବାଧିନତା ର ୭୫ ତ୍ତମ ବର୍ଷ ବିତି ଯାଉଥିଲେ ମଧ୍ୟ ଡାଲିଆକୁଜି ପଞ୍ଚାୟତ ର ତଳ ଦୁଆର ଗୋଡି,ଉପରଦୁଆର ଗୋଡି,ଟାଣ୍ଡା, କୋଚର୍ଲା ଇତ୍ୟାଦି ଆଦିମ ଜନଜାତି ବସ ବାସ କରୁଥିବା ଗ୍ରାମ ମାନଙ୍କୁ ରାସ୍ତା ଟିଏ ନ ଥିବାରୁ ଗ୍ରାମ ବାସି ମାନେ ନାଇନ ଥିବା ଅସୁବିଧା ରେ ସମ୍ମୁଖିନ ହେଉଛନ୍ତି |
ଏଣୁ ଆଜି ଜିଲ୍କାପାଳ ରାୟଗଡା ଶ୍ରୀ ସରୋଜ କୁମାର ମିଶ୍ର ବିଷମକଟକ ବ୍କକ ର ଡାଲିଆକୁଜି ପଞ୍ଚାୟତ ଗସ୍ତ କରି ଉକ୍ତ ଆଦିମ ଜନଜାତି ବସବାସ କରି ରହି ଆସୁଥବା ଗାଁ ମାନଙ୍କ ରାସ୍ତା ପାଇଁ ଅନୁଧ୍ୟାନ କରିଥିଲେ | ଏଵ° ଜିଲାପାଳ ଗ୍ରାମ ବାସି ଙ୍କୁ ସରକାର ଙ୍କ ଜଳ ଯୋଗାଣ ଵିଜୁଳି ବ୍ୟବସ୍ଥା , ସାସ୍ଥ୍ୟ ସେବା ,ବାର୍ଧକ୍ୟ ଭତ୍ତା ,ପିଡିଏସ୍ ଚାଉଳ, ପ୍ରଧାନ ମନ୍ତ୍ରି ଆବାସ ଯୋଜନା ,ଇତ୍ୟାଦି ସମସ୍ୟା ପଚାରି ବୁଝିଥିଲେ | ଯୋଦି ଏହି ଗାଁ ମାନଙ୍କୁ ରାସ୍ତା ହେଲେ ସାସ୍ଥ୍ୟ ସେବା ,ଶିଖ୍ୟା ,ବ୍ୟବସାୟ,କୂଷି ଖେତ୍ର ରେ ଉନ୍ନତ ହେବ ବୋଲି ଗ୍ରାମ ବାସି ମାନେ ଆସା ବାନ୍ଦିଛନ୍ତି |ଉକ୍ତ ପରିଦର୍ଶନ ରେ ଯୋଗ ଦେଇଥିଲେ ଜିଲ୍କାପାଳ ସମେତ ବିଷମକଟକ ତହସିଲଦାର ଶୁଭେନ୍ଦୁ ଜେନା ,ବ୍କକ ଅଧିକାରି ଆଲବର୍ଟ ଲାକ୍ରା ,ଡାଲିଆକୁଜି ସରପଞ୍ଚ,ଓ ସରକାର ଯନ୍ତ୍ରି ,
ପରିଦର୍ଶନ ସମାପ୍ତ କରି ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରି ରାୟଗଡା ଅଭିମୁଖେ ଯାତ୍ରା କରିଥିଲେ

related posts

Leave a Comment