Home Breaking News / ତାଜା ଖବର ସାମ୍ବାଦିକ କଲ୍ୟାଣ ପାଣ୍ଠିର ନୂତନ କର୍ମକର୍ତ୍ତା ଗଠିତ

ସାମ୍ବାଦିକ କଲ୍ୟାଣ ପାଣ୍ଠିର ନୂତନ କର୍ମକର୍ତ୍ତା ଗଠିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ଶୁକ୍ରବାର ଫୁଲବାଣୀ ପ୍ରେସକ୍ଲବ ଠାରେ ଏକ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠୀ ତ ହୋଇଥିଲାl ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ ଙ୍କ ସଭାପତି ତ୍ବ ରେ ଅନୁ ଷ୍ଠୀ ତ ବୈଠକ ରେ ପୂର୍ବରୁ ଥିବା ଜର୍ଣ୍ଣା ଲିଷ୍ଟ ୱେଲ ଫେରଫଣ୍ଡ ଫର ପ୍ରେସ କ୍ଲବ ବା ସାମ୍ବାଦିକ କଲ୍ୟାଣ ପାଣ୍ଠି ସବ କମିଟି କୁ ଭଙ୍ଗା ଯାଇ ଏହାକୁ କ୍ରିୟା ଶିଳ କରିବା ପାଇଁ ନୂତନ ସଦସ୍ୟ ମାନଙ୍କୁ ମନୋନୀତ କରାଯାଇଥିଲା l
ପ୍ରେସ କ୍ଲବ ସଭାପତି ସୁନୀଲପଟନା ୟକ, ଓ ସମ୍ପାଦକ ପ୍ରଶାନ୍ତ ବେହେରା ଏକ୍ସ ଅଫିସିଓ ସଦସ୍ୟ ରହିଥିବାବେଳେ ସୂର୍ଯ୍ୟ ନାରାୟଣ ବେହେରା ଙ୍କୁ ଆବାହକ ଭାବେ ମୋନୋ ନିତ ସଦସ୍ୟ ଭାବେ ଆଦିତ୍ୟପ୍ରସାଦ ତ୍ରୀପାଠି, ପ୍ରଶାନ୍ତ ଜେନା, କାଁନହୁ ଚରଣ ଶତପଥି, ଶିବ ବିଶ୍ୱାଳ, ବିରେ ନ୍ଦ୍ର ସୁବୁଧି ଓ ବାଳ କୃଷ୍ଣ ଚର୍ଚି ପ୍ରମୁଖଙ୍କୁ ସଦସ୍ୟ ଭାବେ ଏହି କମିଟି ରେ ଗ୍ରହଣ କରାଯାଇଥିଲା l
ଏହି ନୂତନ କମିଟିବିଭିନ୍ନ ସରକାରୀ, ବେସରକାରୀ ଶିଳ୍ପ ଅନୁଷ୍ଠାନ,
ବଦl ନ୍ୟ ଵ୍ୟକ୍ତି, ସ୍ଵେଛା ସେବୀ ଅନୁଷ୍ଠାନ ଗୁଡିକ ସହ ଆଲୋଚନା କରି ଯେପରି ଅତି ଶୀଘ୍ର କଲ୍ୟାଣ ପାଣ୍ଠି ଅର୍ଥ ବୃଦ୍ଧି କରିବେ ସେଥିପ୍ରତି ଉଦ୍ୟମ କରିବାକୁ ଅନୁରୋଧ କରାଯାଇଥିଲା l
ସେହିପରି ପୂର୍ବରୁ ଆଦାୟ ଓ ଖର୍ଚ ହୋଇଥିବା ଅର୍ଥ ଉପରେ ମଧ୍ୟ ବିଷଦ ଭାବେ ଆଲୋଚନା କରାଯାଇଥିଲା l
ଏହି ବୈଠକ ରେ ସଭାପତି ସୁନୀଲ ପଟନାୟକ, ସମ୍ପାଦକ ପ୍ରଶାନ୍ତ ବେହେରା ଙ୍କ ସମେତ କାର୍ଯ୍ୟ କାରି ସଭାପତି ଅଶୋକ ପରିଡା, ଉପସଭାପତି ସୁନୀଲ ବିଶ୍ୱାଳ, ସତ୍ୟନାରାୟଣ ବେହେରା, ସହସଂପାଦକ ରମେଶ ପ୍ରଧାନ,ବରିଷ୍ଠ ସାମ୍ବାଦିକ ନାରାୟଣ ସାହୁ, ବ୍ରଜ ବିହାରୀ ନନ୍ଦ, ପ୍ରଶାନ୍ତ ଜେନା, ଶିବ ବିଶ୍ୱାଳ,ଜୟ ସେନ ପରିଡା, ଆଦିତ୍ୟ ପ୍ରସାଦ ତ୍ରିପାଠି, କାଁନହୁ ଶତପଥୀ, ପ୍ରମୁଖ ବହୁ ସାମ୍ବାଦିକ ଉପ ସ୍ଥୀ ତ ଥିଲେ

related posts

Leave a Comment