Home Breaking News ଦୀର୍ଘବର୍ଷ ଧରି ପାଉଣା ମିଳିଲାନି, ହିତାଧିକାରି ପଞ୍ଚାୟତ ଫାଟକ ତାଲା ପକାଇଲେ

ଦୀର୍ଘବର୍ଷ ଧରି ପାଉଣା ମିଳିଲାନି, ହିତାଧିକାରି ପଞ୍ଚାୟତ ଫାଟକ ତାଲା ପକାଇଲେ

by Times One Odia
Share with
     
 
 
   

ଫୁଲବାଣୀ-୨୩/୯ ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ୫ ବର୍ଷ ହେଲା ପାଉଣା ଗଣ୍ଡାକ ପାଇଁ ପଞ୍ଚାୟତକୁ ଦଉଡି ଦଉଡି ହତାଶ ହେବା ଫଳରେ ଶେଷରେ ଗୁରୁବାର ପଞ୍ଚାୟତକାର୍ଯ୍ୟାଳୟଫାଟକରେ ତାଲା ଠୁକି ବସିଲେ । ହିତ । ଧିକାରୀ ଜଣଙ୍କ ହେଉଛନ୍ତି ଦୁତିମେଣ୍ଡି ପଞ୍ଚାୟତର ଚନ୍ଦ୍ରଶେଖର କହଁର, ।
ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଖଜୁରୀପଡ଼ା ବ୍ଲକ୍ ଦୁତିମେଣ୍ଡି ପଞ୍ଚାୟତରେ ।
ତ।ଲା ପଡିବା ଫଳରେ ସରପଞ୍ଚ ଓ କର୍ମଚାରୀମାନେ ପଦାକୁ ଆସିପାରିଲେନି କିମ୍ବା କାମରେ ଆସିଥିବା ଲୋକେ ପଞ୍ଚାୟତ କIର୍ଯ୍ୟ।ଳୟ ଭିତରକୁ ମଧ୍ୟ ଯାଇପାରିଲେନି.. I
ଦୀର୍ଘସମୟ ଧରି ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖି ଖୋଦ ସରପଞ୍ଚ ଯାଇ ବୁଝାସୁଝା କରିବା ପରେ ଚନ୍ଦ୍ରଶେଖର ତ।ଲା
ଖୋଲିବା ପରେ ପରିସ୍ଥିତିକୁ ଆଡେ ସ୍ଵାଦ୍ଭାବିକ ହୋଇଥିଲା।

related posts

Leave a Comment