Share with
ଫୁଲବାଣୀ(ସୁନୀଲପଟନାୟକ): ପବୀତ୍ର ସାର୍ବଜନୀନ ଦୁର୍ଗାପୂଜା ପାଇଁ ଜିଉଦୟଗିରୀ ବଜାରଠାରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଥିଲା। ରିତି ନିତୀ ପ୍ରକାରେ .ପୂଜାର୍ଚ୍ଚନା କରାଯିବା ପରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଥିଲା।
ଦୀର୍ଘବର୍ଷ ହେଲା ଜିଉଦୟଗିରି ଠାରେ ଦୁର୍ଗାପୂଜା କରାଯାଇ ଆସୁଛି । ତେବେ ଗତବର୍ଷ କରେ। ନା କଟକଣା ପାଇଁ ଭକ୍ତଙ୍କ ଦର୍ଶନ ବିନା କେବଳ ସରକାର ଜାରୀ କରିଥିବା ଗାଇଡ଼ଲାଇନ ମାନି ପୂଜା ଅନୁଷ୍ଠିତ ହୋଇଥିବାବେଳେ ଚଳିତବର୍ଷ. ସରକାରଙ୍କ ସମସ୍ତ ଗାଇଡଲାଇନ ମାନି ଦୁର୍ଗାପୂଜା ମେଢଆୟୋଜନ କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି । ସେହିପରି ଦୁର୍ଗାପୂଜା ଯେପରି ଶାନ୍ତିଶୃଙ୍ଖଳାର ସହିତ ଅନୁଷ୍ଠିତ ହେବ ସେଥିପ୍ରତି କମିଟି ଦୃଷ୍ଟିଦେବ ବୋଲି କହିଛି ।