Home Breaking News / ତାଜା ଖବର ବିବାହିତ ଯୁବକର ଆତ୍ମହତ୍ୟା

ବିବାହିତ ଯୁବକର ଆତ୍ମହତ୍ୟା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ଜ଼ିଲ୍ଲା ଟିକାବାଲି ଥାନା ଅନ୍ତର୍ଗତ ଟଙ୍ଗେଡା ପଥର ନିକଟ ପାହାଡ଼ ନିକଟ ଏକ ଗଛ ରେ ଜଣେ ଯୁବକ ବେକରେ ଗାମୁଛା ବାନ୍ଧି ଆତ୍ମ ହତ୍ୟା କରିଥିବା ସନ୍ଦେହ କରା ଯାଉଛି l
ମୃତକ ଜଣକ ଟିକାବାଲି ଥାନା ତେନ୍ତୁଳି ଗଡ଼ ଗ୍ରାମ ର କରୁଣାକର ସାହୁ ବୋଲି ଜଣାପଡିଛି l
ଟିକାବାଲି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜ କରିଶବ ଜବତ କରି ବ୍ୟବଚ୍ଛେଦ ପାଇଁପଠାଇଛି l
ପାରିବାରିକ କଳହ ଯୋଗୁଁ କରୁଣା କର ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରୁଥିବା ବେଳେ ପରିବାର ଲୋକେ ଏହା ହତ୍ୟା କାଣ୍ଡ ବୋଲି କହୁଛନ୍ତି

related posts

Leave a Comment