Home Breaking News / ତାଜା ଖବର ଲଗାଣ ବର୍ଷାରେ ଭାଙ୍ଗିଲା ଘର, ସହାୟତା ଦାବୀ

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ସହାୟତା ଦାବୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବୋଡେ଼ନ(ଜଗତରାମ ଦଣ୍ଡସେନା): ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଅଧିନସ୍ଥ ଖଇରା ଗ୍ରାମର ଗୁଡ଼ିପଡା ନରସିଂହ ଦଳର ମାଟି କାନ୍ଥ ଘର ଲଗାଣ ବର୍ଷାରେ ଭୁଶୁଡି ପଡିଛି, ଉକ୍ତଘରେ ତାଙ୍କର ଚାରି ପରିବାର ରହୁଥିଲେ, ବର୍ତ୍ତମାନ ସେମାନେ ବେସାହାରା ହୋଇପଡିଛନ୍ତି l ନରସିଂହ ଘର ଖଣ୍ଡେ ପାଇଁ ପଂଚାୟତ ଓ ବ୍ଲକ ରେ ଆବେଦନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ପ୍ରକାଶ କରିଛନ୍ତି l ଏସ ଇ ସି ସି ତାଲିକାରେ ତାଙ୍କର ନାମ ନ ଥିବା କହିଛନ୍ତି, ଏଣୁ ବିଭାଗୀୟ ଅଧିକାରୀ ତଦନ୍ତ କରି ବିଜୁ ପକ୍କାଘର ଖଣ୍ଡେ ଯୋଗାଇ ଦେବାକୁ ଗ୍ରାମବାସୀ ତରଫରୁ ଦାବୀ ହେଉଛି

related posts

Leave a Comment